ମାଓ ଦମନ ଅପରେସନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମାଓ ନେତାର ନିଦେଦନ

ମାଲକାନଗିରି: ମାଓ ନେତା ଅନନ୍ତ ଜାରି କଲା ଶାନ୍ତି ବାର୍ତ୍ତାର ପ୍ରେସ୍‌ ରିଲିଜ। ମାଓ ଦମନ ଅପରେସନ ବନ୍ଦ କରିବା ପାଇଁ ନିଦେଦନ କରିଛି ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ମାଓ ସଙ୍ଗଠନ ପ୍ରବକ୍ତା ଅନନ୍ତ। ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମାଓନେତାର ନିବେଦନ। ପ୍ରେସ ରିଲିଜ ଅନୁଯାୟୀ, ଚଳିତ ବର୍ଷ ପିଏଲଜିଏ ସପ୍ତାହ ପାଳିବେନି ମାଓବାଦୀ।ଖୁବ୍‌ଶୀଘ୍ର ଅସ୍ତ୍ରବିରତି କରିବ ମାଓ ସଂଗଠନ। ଅସ୍ତ୍ରବିରତି ପାଇଁ ୧୫ ଫେବୃଆରୀ ଯାଏଁ ସମୟସୀମା ମାଗିଛି ମାଓ ସଙ୍ଗଠନ। ୨୦୨୬ ପୂର୍ବରୁ ମାଓ ସଙ୍ଗଠନର ସବୁ ସଦସ୍ୟ ଆତ୍ମସମର୍ପଣ କରିବେ।

Leave a Reply

Your email address will not be published. Required fields are marked *