ଓସଓ୍ବାସରେ କାମ ନକରିବା ୪୨ ଅଧିକାରୀଙ୍କ ଦରମା ବନ୍ଦ କଲା କେନ୍ଦ୍ରାପଡ଼ା ପ୍ରଶାସନ

କେନ୍ଦ୍ରାପଡ଼ା : କଟକ ଜିଲ୍ଲା ପରେ କେନ୍ଦ୍ରାପଡ଼ା ରେ ଏବେ ଦେଖିବାକୁ ମିଳିଛି ସମାନ ପରିସ୍ଥିତି। କାମ ନକରିଲେ ଦରମା ବନ୍ଦ। କେନ୍ଦ୍ରାପଡ଼ା ପ୍ରଶାସନ ୪୨ ବିଭାଗ ଅଧିକାରୀଙ୍କ ଦରମା ବନ୍ଦ କରିଛି।
ଓଡ଼ିଶା ଷ୍ଟେଟ୍ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (OSWAS)ରେ କାମ ନକରିବା ପଡ଼ିଲା ମହଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏଥିପାଇଁ ୪୨ ବିଭାଗରେ ଦରମା ବନ୍ଦ କରିଛିନ୍ତି। ସରକାରୀ ନିର୍ଦ୍ଦେଶନାମାର ୩ ମାସ ପରେ ବି ଓସଓ୍ବାସରେ କାମ କରୁନଥିଲେ । ଓସୱାସରେ କାମ କଲେ ଦରମା ମିଳିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *