ସାଂସଦଙ୍କ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ସାଂସଦ

ଜଗତସିଂହପୁର: ହାଜିପୁରଠାରେ ସାଂସଦ ବିଭୁ ତରାଇଙ୍କ କାର୍ ଦୁର୍ଘଟଣାଗ୍ରସ୍ତର ସମ୍ମୁଖୀନ ହୋଇଛି। ସାଂସଦଙ୍କ କାରକୁ ପଛରୁ ପିଟିଲା ଆଉ ଏକ କାର୍। ତେବେ ଦୁର୍ଘଟଣାରେ କିଛି କ୍ଷତି ହେଇନି। ଦୁର୍ଘଟଣା ଘଟାଇଥିବା କାର୍ ସହ ଡ୍ରାଇଭର୍ ବିରିଡ଼ି ଥାନାରେ ଅଟକ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *