କଟକ: ଆସନ୍ତା କାଲି ବାରବାଟୀ ଖେଳାଯିବ ଟି ଟ୍ବେଣ୍ଟି ମ୍ୟାଚ। ବହୁତ ଅଳ୍ପ ମ୍ୟାଚ ଓଡିଶା ରେ ହେଉଥିବାରୁ ମ୍ୟାଚ ପାଇଁ ଲୋକ ଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା। କିନ୍ତୁ ଲୋକଙ୍କ ଅନୁସାରେ ବାରବାଟୀ ରେ ସିଟ କମ। ସେଥିପାଇଁ ଟିକେଟ ନେବାକୁ ଏଠି ଯେପରି ପ୍ରତିଯୋଗିତା ଚାଲିଛି। ଏହାର ସୁଯୋଗ ନେଇ କିଛି ପିଲା ଟିକେଟ କଳାବଜାରୀ କରୁଥିବା ଦେଖିବାକୁ ମିଳୁଛି। ଟିକେଟ ଦର ଯେତିକି ଦୁଇଗୁଣା ଅଧିକ ରେ ଟିକେଟ ବିକ୍ରି କରୁଛନ୍ତି।
ଟିକଟ କଳାବଜାରୀ କରୁଥିବା ୪ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନଙ୍କ ଠାରୁ ୨୧ଟି ଟିକଟ ମଧ୍ୟ ପୋଲିସ ଜଵତ କରିଛି।
ଟିକେଟ କଳାବଜାରୀ ୪ ଜଣ ଙ୍କୁ ଗିରଫ କଲା ପୁଲିସ
