ମୟୁରଭଞ୍ଜ : ଶିମିଳିପାଳରୁ ଧରାପଡିଲେ ୫ ବନ୍ୟଜନ୍ତୁ ଶିକାରୀ, ଜଡ଼ିଦା ଗାଁରୁ ଗିରଫ ଏହି ଶିକାରୀଙ୍କ ପାଖରୁ ଦେଶୀ ବନ୍ଧୁକ, ଫାଶ ଓ ମାଂସ ବନ ବିଭାଗ ଜବତ କରିଛି। ଦେଶୀ ବନ୍ଧୁକ, ୭ଟି ଫାଶ ମଧ୍ୟ ଜବତ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି। AI କ୍ୟାମେରା ମାଧ୍ୟମରେ ଏହି ଶିକାରୀ ଙ୍କୁ ବନ ବିଭାଗ ଧରିବାରେ ସକ୍ଷମ ହେଇଛି।
ଶିମିଳିପାଳରୁ ବନ୍ୟଜନ୍ତୁ ଶିକାରୀ ଗିରଫ
