ଜଗତସିଂହପୁରରେ ଜଣ୍ଡିସ୍ ଆତଙ୍କ, ଚିନ୍ତାରେ ପ୍ରଶାସନ

ଜଗତସିଂହପୁର : କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲାରେ ଝାଡ଼ାବାନ୍ତିରେ ଅବସ୍ଥା ଅସମ୍ଭାଳ ହୋଇଥିବା ବେଳକୁ ଏବେ ମୁଣ୍ଡ ଟେକିଲାଣି ଜଣ୍ଡିସ୍ ରୋଗ । ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଦଣ୍ଡାସାହି ଗାଁରେ ଗତ ୫ ଦିନରେ ୪୦ରୁ ଊର୍ଦ୍ଧ୍ବ ଜଣ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ପ୍ରାପ୍ତ ହୋଇଛି ।

ଦୂଷିତ ପାଣି ପାଇଁ ଜଣ୍ଡିସ ବ୍ୟାପିବାର ଆଶଙ୍କା କରା ଯାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ । ଏଥିସହ ସ୍ବାସ୍ଥ୍ୟ ବିଭାଗ ପାଣି ନମୁନା ସଂଗ୍ରହ କରିଛି ।

Leave a Reply

Your email address will not be published. Required fields are marked *