ସ୍ବର୍ଗତଃ ଦୁର୍ଯ୍ଯୋଧନ ପ୍ରଧାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ : ଦିଲ୍ଲୀର ବିଖ୍ୟାତ ଉଦ୍ୟୋଗପତି ଓ ସ୍ୱନାମଧନ୍ୟ ସମାଜସେବୀ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ବର୍ଗତଃ ପ୍ରଧାନଙ୍କର…

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି ବାଲି ଓ ଅନ୍ୟ ଖଣିଜ ସମ୍ପଦ ଚୋରି: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବାଲି, ମୋରମ ଓ ପଥର ଚୋରି ବ୍ୟାପକ ହୋଇଥିବା ବେଳେ ଏଥିରେ ସରକାରୀ ଦଳର ନେତା କର୍ମୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି ବୋଲି ବିଜୁ…

ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଏଆଇ ଫଟୋ ଭାଇରାଲ

ଭୁବନେଶ୍ୱର : ମହାପ୍ରଭୁଙ୍କୁ ପୁଣି ଅପମାନ। ଏଆଇ ସାହାଯ୍ୟରେ ମହାପ୍ରଭୁଙ୍କ ସଂସ୍କୃତି ଓ ପରମ୍ପରାକୁ ଅପମାନ କଲାଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ…

ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଥଣ୍ଡା ପ୍ରକୋପ ଜାରି ରହିଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ ହୋଇଛି । ତେବେ ସୋମବାର…

ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା

ଚିଲିକା: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା । ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଚାଲିବ ଡଲଫିନ୍ ଗଣନା ।…

ନିର୍ମାଣ କାମ ଚାଲିଥିବାବେଳେ କଟକ ସିଡିଏରେ ଫାଟିଲା ଗ୍ୟାସ୍‌ ପାଇପ୍ ଲାଇନ୍‌, ଲୋକେ ଆତଙ୍କିତ

କଟକ: ଫାଟିଲା ଗ୍ୟାସ୍‌ ପାଇପ୍ ଲାଇନ୍‌ । କଟକ ସିଡିଏ ୯ ନଂରେ ନିର୍ମାଣ କାମ ଚାଲିଥିବାବେଳେ ପାଇପ୍‌ ଲାଇନ୍‌ ଫାଟି ଗ୍ୟାସ୍ ଲିକ୍ ହେଉଛି ।…

ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରିଥିଲେ ସନାତନ ଓ ଅରବିନ୍ଦ: ବିଜେଡି

ଭୁବନେଶ୍ୱର: ଦଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର ଓ ଦଳୀୟ କର୍ମୀଙ୍କ ସହ ବିଶ୍ୱାସଘାତକତା ନିମନ୍ତେ ଚମ୍ପୂଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ…

ବିଜେଡିର ୧୫ ସାଙ୍ଗଠନିକ ଜିଲ୍ଲା ପାଇଁ ନଗର ଓ ବ୍ଲକ୍‌ ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ୧୫ଟି ସାଙ୍ଗଠନିକ ଜିଲ୍ଲାର ନଗର ଏବଂ ଏହା ଅନ୍ତର୍ଗତ ବିଭିନ୍ନ ବ୍ଲକ୍‌ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଦଳର ବରିଷ୍ଠ…

ମିଡ୍‌ ଡେ’ ଅପରେସନ ବି ଫେଲ୍‌: ବିଜେଡି ନେତା ଲେନିନ ମହାନ୍ତି

ଭୁବନେଶ୍ୱର: ପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି। ମିଡ୍ ଡେ’ ଅପରେସନ ବି ଫେଲ୍ କହିଲେ ବିଜେଡି ନେତା ଲେନିନ ମହାନ୍ତି । ମିଡ୍ ନାଇଟ୍ ଅପରେସନ୍…

ଶୀତ ଋତୁରେ ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ, ଆସନ୍ତାକାଲିଠୁ ଆରମ୍ଭ ହେବ ପକ୍ଷୀ ଗଣନା

ସମ୍ବଲପୁର: ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା ଆସନ୍ତାକାଲିଠାରୁ ହୀରାକୁଦରେ ଆରମ୍ଭ ହେବ । ଏଥିପାଇଁ ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ…

ନବୀନଙ୍କୁ ଭେଟିଲେ ଅଖିଳେଶ

ଭୂବନେଶ୍ବର: ଗସ୍ତରେ ଥିବା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ବିରୋଧୀ ଦଳ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ-ନକ୍ସଲ ଗୁଳିବିନିମୟ: ୨ ମାଓବାଦୀ ନିହତ, ମାଓ ନେତା ପାପା ରାଓ ଥିବା ସନ୍ଦେହ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଲାଗି ରହିଥିବା ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଜାତୀୟ ଉଦ୍ୟାନ ଅଞ୍ଚଳରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ…