ଛୁଟି ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ପ୍ରଧାନ ଶିକ୍ଷକ ଭିଜିଲାନ୍ସ ଜାଲରେ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଧୀନ ଥିବା ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମରମଣି ମଳିକଙ୍କୁ ଭିଜିଲାନ୍ସ ଟିମ ଲାଞ୍ଚ ନେବା…

ନୂଆପଡ଼ା ନିର୍ବାଚନ ଆଗରୁ ନବୀନଙ୍କ ଭିଡିଓ ବାର୍ତ୍ତା, ୩ ତାରିଖରେ କୋମନା ଯିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।ଭିଡିଓରେ ସେ କହିଛନ୍ତି ଯେ,…

୩୧୬ କିଲୋମିଟର ଡ୍ରେନ ବିଏମସି ଅଧୀନରେ ଆସିବ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନକୁ ୩୧୬ କିଲୋମିଟର ଡ୍ରେନ ଆଣିବା ପ୍ରସ୍ତାବକୁ ମାନ୍ୟତା ଦିଆଯାଇଛି। ଏହି ନିଷ୍ପତ୍ତି ବିଏମସିର ୩୫ତମ ସାଧାରଣ ପରିଷଦ ବୈଠକରେ…

ପୀତବାସ ହତ୍ୟା ମାମଲା: ବ୍ରହ୍ମପୁର ଏସପିଙ୍କ ମନ୍ତବ୍ୟ ନେଇ ହାଇକୋର୍ଟ ଖପ୍ପା

ଭୁବନେଶ୍ୱର: ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ, ବ୍ରହ୍ମପୁର ଏସପିଙ୍କ ଏକ ମନ୍ତବ୍ୟରେ ହାଇକୋର୍ଟ ଖପ୍ପା ହୋଇଛି।ସୂତ୍ର ଅନୁସାରେ, ଘଟଣା ପର୍ଦ୍ଦାଫାଶ ହେବା ସମୟରେ ଏସପି…

ବିଜେଡ଼ିର ମାରାଥନ ପ୍ରଚାରରେ ଦୁଲୁକୁଛି ନୂଆପଡ଼ା

ନୂଆପଡ଼ା: ମାତ୍ର କିଛି ଦିନ ପରେ ଉପନିର୍ବାଚନର ମତଦାନ। ନୂଆପଡ଼ା ଦଖଲ କରିବାକୁ ନେଇ ତିନି ପ୍ରମୁଖ ଦଳ ଚେଷ୍ଟା ଚଳାଇଥିବା ବେଳେ ରାଲି, ସଭା ସମିତିରେ…

ଶ୍ରୀମନ୍ଦିରରେ ପଞ୍ଚୁକ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା

ପୁରୀ: ପଞ୍ଚୁକ ଉପଲକ୍ଷେ ଶ୍ରୀମନ୍ଦିରରେ ଭକ୍ତମାନେ ସୁବିଧାରେ ଦର୍ଶନ କରିପାରିବେ ବୋଲି ସ୍ବତନ୍ତ୍ର ବ୍ୟବସ୍ଥା ନିଆଯାଇଛି। କେବଳ ସିଂହଦ୍ୱାର ଦ୍ୱାରା ପ୍ରବେଶ ହେବାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।ପୁରୀ…

ସମାନ ପୋଷାକ, ସମାନ ପରିଚୟ: ଭାରତୀୟ ପୁଲିସ

ଭୁବନେଶ୍ୱର: ଏଵେ ଭିନ୍ନ ନୁହଁ ସାରା ଦେଶର ପୁଲିସ କର୍ମଚାରୀଙ୍କର ପୋଷାକ ଏକ ସମାନ ରୂପରେ ରହିବ। ପୂର୍ବରୁ, ଭିନ୍ନ ଭିନ୍ନ ରାଜ୍ୟରେ ପୁଲିସ ପୋଷାକ ଭିନ୍ନ…

ସରକାର ସମସ୍ୟା ବୁଝିବାକୁ ନାରାଜ; ବିଭିନ୍ନ ଦାବି ସହ କନ୍ଧମାଳ ସୁରକ୍ଷା ଅଭିଯାନର ଆନ୍ଦୋଳନ

ଦାରିଙ୍ଗବାଡି: କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଟି ଦାବି ନେଇ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଅଭିଯାନର…

ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ହେବେ ଭାରତର ୫୩ତମ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ଦେଶର ୫୩ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନିଯୁକ୍ତ କରାଯାଇଛି। ସେ ଆସନ୍ତା ନଭେମ୍ବର ୨୪ ତାରିଖରେ…

ପ୍ରଥମେ ବିବାଦ, ପରେ ହତ୍ୟା-ସିସିଟିଭି ଫୁଟେଜ୍‌ରୁ ସତ୍ୟ ଉନ୍ମୋଚିତ, ବେଙ୍ଗାଲୁରୁ ଦମ୍ପତି ଗିରଫ!

ବେଙ୍ଗାଲୁରୁ: ଏକ ଅଭାବନୀୟ ଘଟଣାରେ, ଜଣେ ଡେଲିଭରି ଏଜେଣ୍ଟଙ୍କୁ ଜାଣିଶୁଣି କାର୍‌ ମଡ଼ାଇ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣା ଭାବେ ଦେଖାଇବାକୁ ଚେଷ୍ଟା କରୁଥିବା ଜଣେ…

ବିଶିଷ୍ଟ କବି ତଥା ଜନନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ

ଭୁବନେଶ୍ବର : କବି ତଥା ଜନନେତା ନେତା ଶଙ୍କର୍ଷଣ ପରିଡ଼ାଙ୍କ ବିୟୋଗ । ଗୁରୁବାର ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କର…

୫୧ ନକ୍ସଲଙ୍କ ଆତ୍ମସମର୍ପଣ; ସେମାନଙ୍କ ମଧ୍ୟରେ ୯ ଜଣ ମହିଳା

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଏକ ବଡ଼ ସଫଳତା ମିଳିଛି। ବିଜାପୁରରେ ୫୧ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟଧାରାରେ ସାମିଲ ହୋଇଥିବା…