ବସ୍‌କୁ ଧକ୍କା ଦେଲା ଟ୍ରକ୍‌; ୫ ମୃତ,୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର

ସୁନ୍ଦରଗଡ: କେ.ବଲାଙ୍ଗ ଏନ୍ଏଚ୍‌ ୫୨୦ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍ କୁ ଧକ୍କା ଦେଇଛି ଟ୍ରକ୍ ।ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍‌ ସହ ଧକ୍କା ହୋଇଛି ।…

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍ : ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ଖୋଲିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଆଉ ୪ଟି ଗେଟ୍‌ ଖୋଲିଛି । ସର୍ବମୋଟ୍‌ ୨୦ଟି…

ଭିଜିଲାନ୍ସ ଜାଲରେ ଟିପିସିଓଡିଏଲ୍ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଟିପିସିଓଡିଏଲ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ।…

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର

ଭୁବନେଶ୍ୱର: ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କ ଉପରେ ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ତିନୋଟି ବହୁତଳ କୋଠା ଏବଂ ସାତଟି ପ୍ଲଟ୍ ଠାବ କରିଛନ୍ତି। ସେ…

ଲଘୁଚାପ ସୃଷ୍ଟି, ୨୮ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ୨୫ ତାରିଖ ଅର୍ଥାତ୍ ଆସନ୍ତା କାଲି ବଙ୍ଗୋପସାଗର ଉପରେ ଆଉ…

ଏଣିକି ସ୍କୁଲ ହଷ୍ଟେଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ହଷ୍ଟେଲରେ ରହୁଥିବା ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଛି ନୂଆ ପଦକ୍ଷେପ। ଏଣିକି ହଷ୍ଟେଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟକର୍ମୀ ବା…

ପୁଣି ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହି କାରଣରୁ ହୀରାକୁଦର ଜଳସ୍ତର ବଢୁଛି । ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୪ଟି…

ଓଡ଼ିଆରେ ନାମଫଳକ ନ ଲେଖିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ଓଡ଼ିଆରେ ନାମଫଳକ ନ ଲେଖିଥିଲେ ସାବଧାନ୍ । ଓଡ଼ିଆରେ ନାମ ଫଳକ ନଲେଖିଲେ ହେବ ମୋକଦ୍ଦମା। ଖିଲାପକାରୀ ୧୦୦ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ନାଁରେ…

ଭୂସ୍ଖଳନ ଯୋଗୁଁ କନ୍ଧମାଳ ଓ ଗଞ୍ଜାମକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମାଙ୍କଡ଼ଝୋଲା ଝରଣା ନିକଟରେ ଭୂସ୍ଖଳନ । ମାଙ୍କଡ଼ ଝୋଲା ଠାରୁ ମୁଦୁଲିପଡା ବଣ୍ଡାଘାଟିକୁ ଯାଇଥିବା ମୁଖ୍ୟ ରାସ୍ତାରୁ ଅତଡା ଖସି ବଣ୍ଡାଘାଟିକୁ…

ଏନକାଉଣ୍ଟରରେ ଟଳିଲେ ଦୁଇ ମାଓବାଦୀ

ରାୟପୁର: ବସ୍ତରରେ ନକ୍ସଲମାନଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି। ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରେ ଥିବା ଅବୁଝମାଡ ଜଙ୍ଗଲରେ ସୋମବାର ଏକ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର…

ଆସନ୍ତାକାଲି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ବନ୍ଦ, ସ୍ଥାନାନ୍ତର ହେବ ରତ୍ନଭଣ୍ଡାର

ପୁରୀ: ଆସନ୍ତାକାଲି ସକାଳ ୧୦ଟା ପରଠାରୁ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜଗନ୍ନାଥ ମନ୍ଦିର…

ଆଜିଠୁ ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ

ଭୁବନେଶ୍ୱର: ସିପିଆଇ-ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ ହୋଇଛି। ଏହି ସପ୍ତାହ ସେପ୍ଟେମ୍ବର ୨୧ ତାରିଖରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ଦିନରେ ହିଂସାତ୍ମକ କାର୍ଯ୍ୟ…