ପୁଣିଥରେ ବାର୍ଡ ଫ୍ଲୁ ଆଶଙ୍କା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମଖି ଅଞ୍ଚଳରେ ଦେଖିବାକୁ ମିଳିଛି କୁକୁଡ଼ା ମଡ଼କ। ଏକ ଫାର୍ମରେ ଗତକାଲି ରାତିରେ ୩୦୦ରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। କେଉଁ କାରଣ ପାଇଁ…

ଭୟଙ୍କର ରୂପ ନେଉଛି ଡାଇରିଆ, ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ଜଣେ ମୃତ

ଯାଜପୁର: ପୁଣି ଡାଇରିଆ ଆତଙ୍କରେ ଯାଜପୁର। ସୂଚନା ଅନୁସାରେ ବଡଚଣା ବ୍ଲକ ସାଉଡିଆ ପଞ୍ଚାୟତ ତାଳୁଆ ଦଳିତ ସାହି ଗାଁରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ଭୂତଳ…

ବିପଦ ସଙ୍କେତ ଡେଇଁଲା ଯମୁନା ନଦୀ ଜଳସ୍ତର : ଲଗାଣ ବର୍ଷା ନେଇ ସତର୍କତା ଜାରି

ନୂଆଦିଲ୍ଲୀ: ଉତ୍ତର ଭାରତରେ ସେପ୍ଟେମ୍ବର ମାସରେ ମଧ୍ୟ ମୌସୁମୀର ପ୍ରକୋପ ଦିନକୁ ଦିନକୁ ବଢିବାରେ ଲାଗିଛି । ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀ-ଏନସିଆରରେ ପ୍ରବଳ…

କଂଗ୍ରେସ ମୁହାଁ ହେଲେଣି ବିଜେଡି ନେତା ଭୂପିନ୍ଦର ସିଂ

ଭୁବନେଶ୍ୱର : କଂଗ୍ରେସ ମୁହାଁ ହେଲେଣି ବିଜେଡି ନେତା ଭୂପିନ୍ଦର ସିଂ। ବରିଷ୍ଠ ନେତାଙ୍କ ମୁହଁରେ କଂଗ୍ରେସର ପ୍ରଶଂସା । ବିଜେଡି ଛାଡ଼ିବା ନେଇ ବଡ ସଂକେତ…

ଛତିଶା ନିଯୋଗ ବୈଠକ : ଚନ୍ଦ୍ରଗ୍ରହଣ ପାଇଁ ଜାରି ହେଲା ନୀତି ନିର୍ଘଣ୍ଟ

ପୁରୀ: ଛତିଶା ନିଯୋଗ ବୈଠକରେ ଆସନ୍ତା ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ ନେଇ ନୀତି ନିର୍ଘଣ୍ଟ ହୋଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ୭ ତାରିଖ…

ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍

ଭୁବନେଶ୍ବର: ସେପ୍ଟେମ୍ବର ୪ ସୁଦ୍ଧା ହଷ୍ଟେଲ୍‌ ଛାଡ଼ିବାକୁ ନୋଟିସ୍‌ ଲାଗିବାର ୨୪ ଘଣ୍ଟା ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଶାନ୍ତ ହୋଇ ଉଠିଛି । ମଙ୍ଗଳବାର ରାତି ପ୍ରାୟ…

ପୁଣି ଥରେ ଭାରତକୁ ଟାର୍ଗେଟ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଶୁଳ୍କ ବିବାଦ ଏବଂ ଭାରତ ବିଷୟରେ ବାରମ୍ବାର ବିବାଦୀୟ ବୟାନ ପରେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏବେ ନିମ୍ନ ସ୍ତରରେ ପହଞ୍ଚିଛି ।…

ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ଵର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଯାହା ଫଳରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ହେଉଥିବା…

ଏମକେସିଜିରେ ପୁଣି ଥରେ ରାଗିଂ ଅଭିଯୋଗ

ବ୍ରହ୍ମପୁର: ପୁଣି ଥରେ ଏମକେସିଜି ମେଡିକାଲରେ ରାଗିଂ ଅଭିଯୋଗ ହୋଇଛି। ଦ୍ଵିତୀୟ ବର୍ଷ ଏମବିବିଏସ୍ ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ…

ରାଜ୍ୟ ସରକାରଙ୍କ ଘୋଷିତ ନୂଆ ଏନଏସି ଓ ମ୍ୟୁନିସିପାଲିଟିକୁ ନେଇ ବିଜେଡିର ସାମ୍ୱାଦିକ ସମ୍ମିଳନୀ

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୬ ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲିଟିକୁ ନେଇ ବିଜେଡିର ରାଜନୀତି ଆରମ୍ଭ…

ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖ (ଶନିବାର) ଦିନ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର…

ଗୋଟିଏ ମଞ୍ଚରେ ମୋଦୀ, ପୁଟିନ୍ ଓ ଜିନପିଙ୍ଗ

ନୂଆଦିଲ୍ଲୀ: ଚୀନରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ୨୫ତମ ଶିଖର ସମ୍ମିଳନୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନର ରାଷ୍ଟ୍ରପତି…