ପରିବହନ ଅଧିକାରୀଙ୍କ ଉପରେ ଫାଇନ ଲଗାଇଲେ ମହାରାଜ କଂସ

ଭୁବନେଶ୍ବର: ବରଗଡ଼ ଧନୁ ଯାତ୍ରାରେ ରବିବାର ଦିନ ମହାରାଜ କଂସ ନାଗରିକଙ୍କ ସୁବିଧା ଯାଞ୍ଚ କରିବା ପରେ ପରିବହନ ବିଭାଗ ଉପରେ ୧୨ ଲକ୍ଷ ସ୍ୱର୍ଣ୍ଣମୁଦ୍ରାର ପ୍ରତୀକାତ୍ମକ ଦଣ୍ଡାଦେଶ କରିଛନ୍ତି। ନଗର ପରିକ୍ରମା” ଅବସରରେ କଂସ ମହାରାଜ ପ୍ରାଚୀନ ମଥୁରାରେ ପରିଣତ ହୋଇଥିବା ବରଗଡ଼ ଉପରେ “ଶାସନ କରୁଛନ୍ତି”। ଏହାର ଏକ ଅଂଶ ଭାବରେ ସେ ପରିବହନ ବିଭାଗର ଅଧିକାରୀମାନଙ୍କୁ ଡକାଇ ସରକାରୀ ବସ୍ ଷ୍ଟାଣ୍ଡରେ ଖରାପ ପରିମଳ ଏବଂ ଅପର୍ଯ୍ୟାପ୍ତ ସୁବିଧା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ଜୋରିମାନା ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *