ଟିକାବାଲି : ଟିକାବାଲିର ବାଲୁମାହା ରାସ୍ତାରେ ଦୁଇ ବାଇକ ଦୁର୍ଘଟଣା ହେଇଛି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଅର୍ଜୁନ କହ୍ନର ଗ୍ରାମ କେଞ୍ଜା ଗୁଡା ଆହତ ରବି ଚନ୍ଦ୍ର ପ୍ରଧାନ ଓ ଘନ ଶ୍ୟାମ ବେହେରାଙ୍କୁ ଦୁଇ ଆହତ ଭଞ୍ଜନଗର ର ବୋଲି ଜଣା ପଡିଛି।
ଟିକାବାଲିର ବାଲୁମାହା ରାସ୍ତାରେ ବାଇକ ଦୁର୍ଘଟଣା
