Blog

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍

ଭୁବନେଶ୍ୱର: ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ । ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସ ଗୁଡ଼ିକ ଉପରେ ରେଡ୍‌ କରିଛି କମିସନରେଟ୍ ପୁଲିସ୍ । ସୋମବାର ସକାଳ…

ଆଜିଠାରୁ ପିତୃପକ୍ଷ ଆରମ୍ଭ : ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ଆଜି ହେଉଛି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜି ଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ…

ଦିଲ୍ଲୀ ଗସ୍ତ ନେଇ ଏକ୍ସରେ ପ୍ରତିକ୍ରିୟା ରଖିଲେ ନବୀନ

ଭୁବନେଶ୍ବର: ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ଜୋର…

ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କର ପୀଠରେ ବନ୍ୟା ପରିସ୍ଥିତି

ବଲାଙ୍ଗୀର:ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କର ମନ୍ଦିର ପାଦଦେଶର ଝରଣାରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଥିବା…

କମିଶନରେଟ ପୁଲିସ୍ ହାତରେ ବିହାରର ସାଇବର ଠକ

ଭୁବନେଶ୍ବର: ସାଇବର ଠକକୁ ବିହାରରୁ ଡାକି ଅପହରଣ କରିବା ସହ ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଚନ୍ଦକା…

ଆମେରିକାକୁ ଭୁଲ୍ ମାଗିବ ଭାରତ : ବାଣିଜ୍ୟ ସଚିବଙ୍କ ଦାବି

ନୂଆଦିଲ୍ଲୀ: ଭାରତ ଆଗାମୀ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବ ଏବଂ ଭୁଲ ମାଗିବ। ଏନେଇ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ…

ଆସନ୍ତା ୮ ତାରିଖ ଯାଏଁ ଜାରି ରହିବ ବର୍ଷା

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଉତ୍ତର-ପୂର୍ବ ଆରବ ସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ପ୍ରଭାବରୁ ରାଜ୍ୟରେ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ କୁ ବନ୍ଦ କରାଗଲା । ଉପରମୁଣ୍ଡରେ ଜଳପ୍ରବାହ ହ୍ରାସ ପାଇବାରୁ ଏହି ଗେଟ୍ ଗୁଡିକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ…

ବନ୍ଦ ହୋଇଯିବ ଫେସବୁକ ଓ ୟୁଟ୍ୟୁବ

ନୂଆଦିଲ୍ଲୀ: ଦେଶରେ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଆନୁଷ୍ଠାନିକ ଭାବରେ ପଞ୍ଜିକରଣ କରିବା ପାଇଁ ସ୍ଥାନୀୟ ନିୟମ ପାଳନ କରୁନଥିବାରୁ ନେପାଳ ସରକାର ଏହାକୁ ନିଷେଧ ଘୋଷଣା…

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା : କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବରେ ମୌସୁମୀ ବର୍ଷା ଲାଗି ରହିଥିବାବେଳେ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଏ ବିଷୟ…

ଅଂଶୀଦାରଙ୍କ ଅନୁମତି ବିନା ମିଳିତ ସମ୍ପତ୍ତିରେ ଅଂଶ ବିକ୍ରି କରିପାରିବେ: ଓଡ଼ିଶା ହାଇକୋର୍ଟଙ୍କ ରାୟ

କଟକ: ମିଳିତ ସମ୍ପତ୍ତିରେ ଜଣେ ଅଂଶୀଦାର ଅନ୍ୟ ଅଂଶୀଦାରଙ୍କ ଅନୁମତି ବିନା ନିଜର ଅଂଶ ବିକ୍ରି କରିପାରିବା ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି…

ଏଥର ୟୁଏନଜିଏରେ ଯୋଗ ଦେବେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ର ୮୦ ତମ ଅଧିବେଶନର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ଯୋଗଦେବେ ନାହିଁ। ଶୁକ୍ରବାର ପ୍ରକାଶିତ…