Blog

ଆସନ୍ତାକାଲି ଓଟିଇଟି ପରୀକ୍ଷା;ଘୁଞ୍ଚିଲା ପରୀକ୍ଷା ସମୟ

ଭୁବନେଶ୍ବର: ଆସନ୍ତା ୧୭ରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା…

ରାଜ୍ୟ ପୋଲିସର ୱେବସାଇଟ୍‌ ଲୋକାର୍ପଣ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୁଲିସର ଲୋକସେବା ଓ ପାରଦର୍ଶିତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ…

ପୁରୀରେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ; ୪୦ ଅଟକ

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ଦୁଇଟି ଗାଁ ମଧ୍ୟରେ ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା କେନାଲ ଖନନ କାର୍ଯ୍ୟକୁ ନେଇ ସୋମବାର ଉତ୍ତେଜନା ବୃଦ୍ଧି ପାଇଛି।ସୂଚନା…

ମାଲକାନଗିରିରେ ୯ ଦିନ ପରେ ଫେରିଲା ଇଣ୍ଟରନେଟ ସେବା

ମାଲକାନଗିରି: ମାଲକାନଗିରିରେ ଦୀର୍ଘ ୯ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି। ଆଜି ଦିନ ୧୨ଟା ପରେ ମୋବାଇଲ…

ପ୍ରଦୂଷଣ ଏବଂ ଘନ କୁହୁଡ଼ିର ଆସ୍ତରଣ ତଳେ ରାଜଧାନୀ ଦିଲ୍ଲୀ; ଦିଶିଲାନି ରାସ୍ତାଘାଟ, ଅସ୍ତବ୍ୟସ୍ତ ଜନଜୀବନ

ନୂଆଦିଲ୍ଲୀ: ହାଡ଼ଭଙ୍ଗା ଶୀତ ଏବଂ ଘନ କୁହୁଡ଼ିର ଚାଦର ତଳେ ରାଜଧାନୀ ଦିଲ୍ଲୀ। ସୋମବାର ସକାଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ…

ପୁଣି ୧୨ଜଣଙ୍କୁ ଗିରଫ କଲା ପୁଲିସ

ମାଲକାନଗିରି: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ୧୨ ଜଣକୁ ଗିରଫ କରିଛି ପୁଲିସ।ଗତକାଲି ଏହି ଘଟଣାରେ ସଂପୃକ୍ତ ଥିବା ୬ ଜଣକୁ…

ପ୍ରଧାନଶିକ୍ଷକଙ୍କୁ ବନ୍ଧୁକ ଦେଖାଇଲେ ଛାତ୍ର

କେନ୍ଦ୍ରାପଡ଼ା : ସରକାରୀ ବିଦ୍ୟାଳୟ ର ଜଣେ ଛାତ୍ର ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇଛନ୍ତି । ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କ ଏଭଳି ହରକତକୁ ନେଇ…

ଅଭିନେତ୍ରୀଙ୍କ ଅଭିଯୋଗ ପରେ ଗିରଫ ହେଲେ ସ୍ୱାମୀ

ଭୁବନେଶ୍ୱର : ଅଭିନେତ୍ରୀ ସୋନାଲିଙ୍କ ଅଭିଯୋଗ ପରେ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଙ୍କୁ ଗିରଫ କରିଛି ପୁଲିସ। ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ଅଭିଯୋଗ ପରେ ଭୁବନେଶ୍ବରରୁ…

ଶୀତରେ ଥରଥର ଓଡ଼ିଶା ଦାରିଙ୍ଗବାଡି ରେ ତୁଷାରପାତ ଜାରି

ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ଶୀତର ଲହରି। ସନ୍ଧ୍ୟା ଗଡ଼ିଲେ ଏତେ ମାତ୍ରାରେ ଶୀତ ହେଉଛି ଘରୁ ବାହାରିବାକୁ ମନେ ହେଉନି। ଏସବୁ ଭିତରେ କନ୍ଧମାଳ…

ବାଲିଅନ୍ତା ବଜାରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବହୁ ସମ୍ପତ୍ତି ନଷ୍ଟ ହୋଇଯାଇଛି। ବାଲିଅନ୍ତା ଅଗ୍ନିଶମ ବାହିନୀର…

ମହାନଦୀ ସଙ୍କଟର ସମାଧାନ କେବେ? ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବା ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନ

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ପୁଣିଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଓଡ଼ିଶାର ଜୀବନରେଖା ମହାନଦୀର ସୁରକ୍ଷା ଏବଂ ଜଳ ସଂକଟର ସମାଧାନ ନେଇ ବରିଷ୍ଠ…