ଜାମ୍ମୁ ଓ କାଶ୍ମୀରର କୁଲଗାମରେ ଅପରେସନ ଅଖଲ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର କୁଲଗାମରେ ଅପରେସନ ଅଖଲ। ଅପରେସନରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ସେଠାରେ ୨ ଜଣ ଆତଙ୍କୀଙ୍କୁ ଘେରାବନ୍ଦୀ…

ଉପରାଷ୍ଟ୍ରପତି ଜଗଦୀପଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା : ବୁଲେଟପ୍ରୁଫ କାର ନମିଳିବାରୁ ଆରମ୍ଭ ହୋଇଥିଲା ବିବାଦ!

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଶ୍ରୀ ଧନଖଡ଼ କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ସେନେଇ…

ପୁଣି ଇତିହାସ ରଚିଲା ଇସ୍ରୋ : ଉତ୍‌କ୍ଷେପଣ ହେଲା ସାଟେଲାଇଟ୍ ‘ନିସାର’

ଶ୍ରୀହରିକୋଟା : ପୁଣି ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା ‘ ନିସାର ‘ । ମହାକାଶ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ…

ଅପରେସନ ସିନ୍ଦୂର ସମୟରେ ଟ୍ରମ୍ପଙ୍କ ଯୁଦ୍ଧ ବିରତି ମନ୍ତବ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିଲେ ରାହୁଲ

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କୁ ପ୍ରବଳ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ…

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପଛରେ କ’ଣ ଥିଲା କାରଣ

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି ଜାତୀୟ ରାଜନୀତି କ୍ଷେତ୍ରରେ ଚାଲିଥିବା ଅନେକ ଚର୍ଚ୍ଚା ମଧ୍ୟରେ ଉପରାଷ୍ଟ୍ରପତି ପଦରୁ କାହିଁକି ଇସ୍ତଫା ଦେଲେ ଜଗଦୀପ ଧନଖଡ଼ ଏକ ମୁଖ୍ୟ…

ମଣିପୁରରେ ଆଉ ୬ ମାସ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ: ମଣିପୁରରେ ରାଷ୍ଟ୍ରପତି ଶାସନକୁ ଆହୁରି ୬ ମାସ ପାଇଁ ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ସଂସଦର…

ବିଜେପିରୁ ହିଁ ହୋଇପାରନ୍ତି ପରବର୍ତ୍ତୀ ଉପ-ରାଷ୍ଟ୍ରପତି

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉପ-ରାଷ୍ଟ୍ରପତି ପଦରୁ ଜଗଦୀପ ଧନକଡ ଇସ୍ତଫା ଦେବା ପରେ ଆରମ୍ଭ ହୋଇଯାଇଛି ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା । ଯାହା…