ଆଜିଠୁ ସମୁଦ୍ରରେ ମାଛଧରା ମନା

ପାରାଦୀପ: ଆଜିଠୁ ୭ ମାସ ଯାଏଁ ସମୁଦ୍ରରୁ ମାଛ ଧରିପାରିବେନି ମତ୍ସ୍ୟଜୀବୀ । ସମୁଦ୍ରରେ ମାଛଧରା ନିଷେଧ। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି ନଭେମ୍ବର…

୫୧ ନକ୍ସଲଙ୍କ ଆତ୍ମସମର୍ପଣ; ସେମାନଙ୍କ ମଧ୍ୟରେ ୯ ଜଣ ମହିଳା

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଏକ ବଡ଼ ସଫଳତା ମିଳିଛି। ବିଜାପୁରରେ ୫୧ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟଧାରାରେ ସାମିଲ ହୋଇଥିବା…

ପାରାଦୀପ ବନ୍ଦରରେ ଲାଗିଥିବା ପଣ୍ୟବାହୀ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପାରାଦୀପ: ପାରାଦୀପ ପୋର୍ଟରେ ଥିବା ଏକ ପଣ୍ୟବାହୀ ଜାହାଜକୁ ଗିରଫ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମ୍‌.ଭି. ମ୍ୟାଗନେଟ୍‌ ଟିମ୍‌ ଜାହାଜ ରୁଷିଆରୁ କୁକିଂ କୋଲ ନେଇ…

ଦୀପାବଳି ଅବସରରେ ମିଠା ତିଆରି କଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିନ୍ନ ଉପାୟରେ ଦୀପାବଳି ପାଳନ କରିଛନ୍ତି । ଏହି ବର୍ଷ ରାହୁଲ ଗାନ୍ଧୀ ଦୀପାବଳି ପାଇଁ ପୁରୁଣା ଦିଲ୍ଲୀ…

ଭାଇଚାରା ପାଇଁ ପ୍ରାୟଶ୍ଚିତ ଓ ସଂକଳ୍ପ ସତ୍ୟାଗ୍ରହ

କଟକ : ଭାଇଚାରାର ସହର କଟକରେ ବିଗତ ଦିନର ଅଶାନ୍ତିକୁ ନେଇ କଟକ ଶାନ୍ତି ସଦଭାବନା ସମିତି ପକ୍ଷରୁ କଟକ ବାଖରାବାଦ ସ୍ଥିତ ଗାନ୍ଧୀ ଭବନ ପରିସରରେ…

ଦୁର୍ନୀତି ମାମଲାରେ ଦୋଷୀ ସ୍ୟବସ୍ତ ହେଲେ ମିଳିବନି ପେନ୍‌ସନ୍‌: ହାଇକୋର୍ଟ

କଟକ: ଦୁର୍ନୀତିଖୋରଙ୍କୁ ଆଉ ନିସ୍ତାର ନାହିଁ। ଏନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଏଣିକି ଦୁର୍ନୀତି ମାମଲାରେ ଭିଜିଲାନ୍ସ ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ…

ଏସ୍ଆଇ ପରୀକ୍ଷା କେଳେଙ୍କାରୀର ସବୁ ଅଭିଯୁକ୍ତଙ୍କୁ ଗିରଫ କରିବ କ୍ରାଇମବ୍ରାଞ୍ଚ : ଡିଜିପି

ଭୁବନେଶ୍ବର: ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପିଙ୍କ ବଡ଼ ସୂଚନା ଦେଇଛନ୍ତି । ପୁଲିସ୍ ଏସ୍‌ଆଇ ପରୀକ୍ଷା ବିଭ୍ରାଟ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁଲିସ୍ ଡିଜି…

ଗୁଣି ଗାରେଡ଼ି ସନ୍ଦେହରେ ମହିଳା ମୃତ, ୫ ଗିରଫ

ବାଲେଶ୍ୱର: ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରକୁ ନିସ୍ତୁକ ମାଡ଼ ଘଟଣାରେ ୫ ଜଣ ଗିରଫ। ବାଲେଶ୍ବର ଜିଲ୍ଲା ମହୁମୁହାଣ ପଞ୍ଚାୟତ ମଲ୍ଲିଚୁଆ ଗାଁରେ ଏହି ଘଟଣା ଘଟିଛି।…

ଛତିଶଗଡ଼ରେ ୧୬ ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ସୁରକ୍ଷା ବାହିନୀ ନକ୍ସଲ ମୁକାବିଲାରେ ଏକ ବଡ଼ ସଫଳତା ହାସଲ କରିଛି। ମୋଟ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ…

୯ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଆସୁଛି ଏକ ଲଘୁଚାପ। ଆସନ୍ତା ୯ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଅଧିକ ଘନୀଭୂତ ହୋଇ ଏହା…

ଭାରତ ଛାଡ଼ ଆନ୍ଦୋଳନର ସାହସୀ ସିପାହୀ ତଥା ଶତାୟୁ ସମାଜବାଦୀ ନେତା ଡଃ ଜି.ଜି. ପାରିଖଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ଭୁବନେଶ୍ୱର : ଭାରତ ଛାଡ଼ ଆନ୍ଦୋଳନର ସାହସୀ ସିପାହୀ ତଥା ବିଶିଷ୍ଟ ସମାଜବାଦୀ ନେତା ଡଃ ଜି.ଜି. ପାରିଖଙ୍କ ବିୟୋଗରେ ଲୋହିଆ ଏକାଡ଼େମୀ, ୟୁସୁଫ ମେହେର ଅଲ୍ଲୀ ସେଣ୍ଟର ଓ…