ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ ଘଟଣା: ଅଭିଯୁକ୍ତ ଗିରଫ, ଅପହୃତା ଉଦ୍ଧାର

ଭଦ୍ରକ: ଭଦ୍ରକ ଚରମ୍ପାରୁ ରିଜର୍ଭ ଲାଇନରୁ ଅପହୃତା ମହିଳା ଉଦ୍ଧାର । ଜଣେ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ କେନ୍ଦୁଝର ଜିଲ୍ଲା…

ପୁଲିସ ଏସ୍‍ଆଇ ଚାକିରି କେଳେଙ୍କାରୀ: ଆଉ ୨ ଜଣ ଗିରଫ

ଭୁବନେଶ୍ଵର: ଓଡ଼ିଶା ପୁଲିସ୍ ଏସ୍ଆଇ ଚାକିରି କେଳେଙ୍କାରୀରେ ଗିରଫ ହେଲେ ଆଉ ୨ ଅଭିଯୁକ୍ତ । କିଛି ସମୟ ମଧ୍ୟରେ ୨ ଗିରଫ ଦଲାଲଙ୍କୁ କୋର୍ଟ ଚାଲାଣ…

ବେଆଇନ ଚାଲାଣବେଳେ ୫୫ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: ୫୫ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୁଲିସ୍ ଉଦ୍ଧାର କରିଛନ୍ତି । ରାତି ଅଧିଆ ଚଢାଉ କରି ବଲାଙ୍ଗିର ପୋଲିସ କଣ୍ଟାବାଞ୍ଜିରୁ ଉଦ୍ଧାର କରିଛି । ରାଜ୍ୟ…

ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା, ଓଡ଼ିଶା ଉପରେ ନାହିଁ ପ୍ରଭାବ

ଭୁବନେଶ୍ୱର: ଆରବ ସାଗରର ଗଭୀର ସମୁଦ୍ର ମଝିରେ ସୃଷ୍ଟି ହୋଇଛି ବାତ୍ୟା। ଚଳିତ ବାତ୍ୟା ଋତୁରେ ପ୍ରଥମ ବାତ୍ୟା ସମ୍ଭାବନା। ୨୪ ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ…

ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ

କାଙ୍କେର: ବସ୍ତରରେ ଚାଲିଥିବା ମାଓ ବିରୋଧୀ ଅଭିଯାନ ସମୟରେ କାଙ୍କେରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ତିରୟାରପାଣି ଏବଂ ଛିନ୍ଦଖଡକ ଜଙ୍ଗଲରେ ପୁଲିସ୍ -ନକ୍ସଲ ଏନକାଉଣ୍ଟରରେ ତିନି…

ପୁଣି ଦିଲ୍ଲୀକୁ ବୋମା ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ନିରନ୍ତର ବୋମା ଧମକ ପଠାଯାଉଛି। ରବିବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ଅନେକ ସ୍କୁଲ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ…

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର

ଭୁବନେଶ୍ୱର: ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କ ଉପରେ ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ତିନୋଟି ବହୁତଳ କୋଠା ଏବଂ ସାତଟି ପ୍ଲଟ୍ ଠାବ କରିଛନ୍ତି। ସେ…

ଏନକାଉଣ୍ଟରରେ ଟଳିଲେ ଦୁଇ ମାଓବାଦୀ

ରାୟପୁର: ବସ୍ତରରେ ନକ୍ସଲମାନଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି। ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରେ ଥିବା ଅବୁଝମାଡ ଜଙ୍ଗଲରେ ସୋମବାର ଏକ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର…

ରାହୁଲ ଗାନ୍ଧୀଙ୍କ ଯୁକ୍ତି ସଫ୍ଟୱେର୍ ବ୍ୟବହାର କରି ୬ ହଜାର ଭୋଟରଙ୍କ ନାମ ଡିଲିଟ୍ କରାଯାଇଛି

ନୂଆଦିଲ୍ଲୀ: କଂଗ୍ରେସ ନେତା କହିଥିଲେ ଯେ ପ୍ରତ୍ୟେକ ନିର୍ବାଚନରେ ​​ଭୋଟରଙ୍କ ନାମ ଡିଲିଟ୍ କରାଯାଏ। କର୍ଣ୍ଣାଟକର ଆଲନ୍ଦରେ ମଧ୍ୟ ୬,୦୧୮ ଭୋଟ ଡିଲିଟ୍ କରାଯାଇଥିଲା। ଯାହାର ପ୍ରମାଣ…

ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମାମଲାରେ ପୁଲିସକୁ ମିଳିଛି ବଡ଼ ସୁରାକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୁଲିସକୁ ମିଳିଛି ବଡ଼ ସୁରାକ। ସନ୍ଦେହରେ ପୁଲିସ କମିଶନରଙ୍କ ଅଫିସ୍‌ରେ କାର୍ଯ୍ୟରତ କିରାଣୀ। କିରାଣୀ…

ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା: ସବୁ ଜିଲ୍ଲାର ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ମହିଳା ବିଜେଡ଼ି

ଭୁବନେଶ୍ୱର: ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା ସମ୍ମୁଖରେ ପ୍ରେମିକାକୁ ଗଣଦୁଷ୍କର୍ମ ଘଟଣା । ଏନେଇ ବିଜୁ ଜନତା…

ରାସ୍ତାରେ ରିଲ୍ସ ବା ଭିଡ଼ିଓ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାସ୍ତାରେ ରିଲ୍ସ ବା ଭିଡିଓ କରୁଥିଲେ ହୋଇଯାଆନ୍ତୁ ସାବଧାନ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା…