ଆରପାରିରେ ଲୋକପ୍ରିୟ ଆଳୁଦମ ଦହିବରା ବ୍ୟବସାୟୀ ରଘୁନାଥ ସାଶମଲ

କଟକ : କଟକର ପ୍ରସିଦ୍ଧ ରଘୁ ଦହିବରା ମାଲିକ ରଘୁନାଥ ସାଶମଲଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ଘଟିଛି । ‘ରଘୁ ମଉସା’ ଭାବରେ ସେ ଲୋକପ୍ରିୟ ଥିଲେ। ସେ କଟକର ବିଡାନାସୀର ଗୋପାଳସାହିରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଦହିବରା ଆଳୁଦମ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇବାରେ ତାଙ୍କର ବିଶେଷ ଭୂମିକା ଥିଲା।

Leave a Reply

Your email address will not be published. Required fields are marked *