ଭୁବନେଶ୍ୱର : ଅଭିନେତ୍ରୀ ସୋନାଲିଙ୍କ ଅଭିଯୋଗ ପରେ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଙ୍କୁ ଗିରଫ କରିଛି ପୁଲିସ। ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ଅଭିଯୋଗ ପରେ ଭୁବନେଶ୍ବରରୁ ଶ୍ରୀକ୍ଷେତ୍ରଙ୍କୁ ଗିରଫ କଲା କୃଷ୍ଣପ୍ରସାଦ ଥାନା ପୁଲିସ ସୂଚନାଯୋଗ୍ୟ ନାବାଳିକା ଅବସ୍ଥାରେ ଜୋର୍ ଜବରଦସ୍ତ ଶ୍ରୀକ୍ଷେତ୍ର ବିବାହ କରିଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଥିଲେ ସୋନାଲି, ଏହି ଘଟଣା ର ତଦନ୍ତ ଜାରି ରହିଛି।
ଅଭିନେତ୍ରୀଙ୍କ ଅଭିଯୋଗ ପରେ ଗିରଫ ହେଲେ ସ୍ୱାମୀ
