ଭୁବନେଶ୍ବର : ଚଳିତବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାସ୍ ହାର ୫୬.୨୩% ରହିଛି । ଏଥିସହ ଷ୍ଟେଟ୍ ଓପନଡ଼୍ ସ୍କୁଲ୍ ସାର୍ଟିଫିକେଟ୍ରେ ୫୯୭୩ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ପାସ୍ ହାର ୫୫.୨୬ ରହିଛି ।
ସୂଚନାଥାଉକି, ୩୪୫୭ ଜଣ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯୮୩ ଜଣ ପାସ ହୋଇଛନ୍ତି।
