ବୃଦ୍ଧି ପାଉଛି ମହିଳା ନିର୍ଯ୍ୟାତନା, ଅସଦାଚରଣ ଅଭିଯୋଗରେ ଦୁଇ ଶିକ୍ଷକ ଅଟକ

ବାଲେଶ୍ବର: ଦିନକୁ ଦିନ ରାଜ୍ୟରେ ମହିଲା ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ବାଲେଶ୍ୱରରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୨ ଶିକ୍ଷକଙ୍କୁ ଅଟକ ରଖାଯାଇଛି…