ଉପ-ନିର୍ବାଚନ ପାଇଁ ନୂଆପଡ଼ାରେ ୫୬ଟି ନୂଆ ମତଦାନ କେନ୍ଦ୍ର

ଭୁବନେଶ୍ୱର: ନୂଆପଡା ବିଧାନସଭାର ଉପ-ନିର୍ବାଚନ ପାଇଁ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ଅକ୍ଟୋବର ୯ ତାରିଖରେ ହେବାକୁ ଯାଉଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର.ଏସ୍.…