ରୁଷ, ଜାପାନରେ ଭୂମିକମ୍ପ ସାଙ୍ଗକୁ ସୁନାମୀ, ତତ୍ପର ହେଲା ଭାରତୀୟ କନସୁଲେଟ୍

ନୂଆଦିଲ୍ଲୀ: ରୁଷିଆର କାମଚାଟକା ଉପଦ୍ୱୀପ ନିକଟରେ ଏକ ଭୟଙ୍କର ଭୂମିକମ୍ପ ପରେ ରୁଷ, ଜାପାନ ସମେତ ଆମେରିକା, ବ୍ରାଜିଲକୁ ସୁନାମି ଚେତାବନୀ ଜାରି କରାଯାଇଥିଲା । ଆଉ…