୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’

ଭୁବନେଶ୍ୱର : ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ତରଙ୍ଗ ସିନେ ପ୍ରୋଡ଼କସନସରେ ପ୍ରଯୋଜିତ ତଥା ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପୁଷ୍କରା’ ମନୋନୀତ ହୋଇଛି ।…