ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ଅଗଷ୍ଟ ୧ ତାରିଖରୁ ତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଗତ ୩ ମାସ…

ଦାଖଲ ହେଲା ଗୋପାଳପୁର ଗଣଦୁଷ୍କର୍ମ ମାମଲାର ଚାର୍ଜସିଟ୍‌

ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ସବ-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (ଏସଡିଜେଏମ)ଙ୍କ କୋର୍ଟରେ ୫୭୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ…

ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨ ଦିନ ଅଧା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା…

ପ୍ରଥମେ ଗିରଫ ପରେ ଦଳରୁ ବିଦା ହେଲେ ଅମରେଶ

ଭୁବନେଶ୍ବର: ବିଜେଡି କର୍ପୋରେଟର ଅମରେଶ ଜେନା ଯୌନ ନିର୍ଯାତନା ଅଭିଯୋଗରେଗିରଫ ହେବା ସଙ୍ଗେ ସଙ୍ଗେ ଦଳରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ। ଗତକାଲି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ…

ଦଶମ ଶ୍ରେଣୀର ଦୁଇଜଣ ଛାତ୍ରୀ ଗର୍ଭବତୀ, ଚିନ୍ତାଜନକ ସ୍ଥିତିରେ ଆବାସିକ ବିଦ୍ୟାଳୟ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଆବାସିକ ସ୍କୁଲର ୨ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବାର ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର…

ଦିଲ୍ଲୀ ଏମ୍ସରେ ରେକର୍ଡ ହେଲା ବଳଙ୍ଗା ପୀଡିତାଙ୍କ ବୟାନ

ଭୁବନେଶ୍ବର: ବଳଙ୍ଗା ଘଟଣାର ୭ ଦିନ ପରେ ଶୁକ୍ରବାର ଦିଲ୍ଲୀ ଏମ୍ସରେ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ବୟାନ ରେକର୍ଡ ସମୟରେ ସମ୍ପୂର୍ଣ୍ଣ…

ଓଡ଼ିଶାର ମେଟ୍ରୋ ପ୍ରକଳ୍ପ ବିଷୟରେ କେନ୍ଦ୍ର ଅବଗତ ନୁହେଁ : ମନ୍ତ୍ରୀ

ଭୁବନେଶ୍ୱର : ଗତ ୧୬ ତାରିଖରେ ମେଟ୍ରୋ ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀସ୍ତରୀୟ ବୈଠକ। ତେବେ ଓଡିଶାରେ ମେଟ୍ରୋ…

ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠରେ ନିଯୁକ୍ତ ହେବେ ଓକିଲ : ପିସିସି ସଭାପତି

ଭୁବନେଶ୍ୱର : ରାଜ୍ୟରେ ଦିଅଁକୁ ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା ବେଳେ ସରକାର କି ପ୍ରସାଶନ କୌଣସି ପୀଡିତାର ଅଭିଯୋଗ କେହି ଶୁଣୁ ନାହାନ୍ତି। ତେବେ…

ବର୍ଷା ପାଣି ଧୋଇନେଲା ପୋଲ, ବାହ୍ୟ ଜଗତରୁ ବିଛିନ୍ନ ହେଲା ୧୦ଟି ଗାଁ

ନୂଆପଡା : ସାରା ରାଜ୍ୟରେ ପ୍ରବଳ ବର୍ଷାର ପ୍ରଭାବ ଜାରି ରହିଛି । କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରବଳ ବର୍ଷା…

ରାଜଭବନ ଇତିହାସରେ ପ୍ରଥମ ମହିଳା ସଚିବ ନିଯୁକ୍ତ, ରୂପା ରୋଶନଙ୍କୁ ନୂଆ ଦାୟିତ୍ଵ

ଭୁବନେଶ୍ଵର: ଓଡ଼ିଶା ସରକାର ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ କରି ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସଙ୍କୁ…