ଦିଲ୍ଲୀରେ ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ‘ଅତି ବିପଦଜ୍ଜନକ ଅବସ୍ଥା ରେ ପହଁଚିଛି। ଯାହାକୁ ନେଇ ଦିଲ୍ଲୀ ସରକାର ଚିନ୍ତା ପ୍ରକଟ କରି ସମସ୍ତ ସ୍କୁଲରେ ବାହ୍ୟ କାର୍ଯ୍ୟକଳାପ ଏବଂ କ୍ରୀଡ଼ାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସପ୍ତାହରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅତ୍ୟନ୍ତ ଖରାପ ଏବଂ ଅତି ବିପଜ୍ଜନକ ବର୍ଗ ମଧ୍ୟରେ ରହି ବିପଜ୍ଜନକ ସ୍ତରକୁ ଖସି ଆସିଛି। ଶୁକ୍ରବାର ଦିଲ୍ଲୀର ହାରାହାରି AQl ୩୭୩ ରେକର୍ଡ କରାଯାଇଛି। ଯାହାକି ବହୁ ବିପଦ।

Leave a Reply

Your email address will not be published. Required fields are marked *