ବାରବାଟୀ ମ୍ୟାଚ୍ : ଆଜିଠୁ ଅନଲାଇନ ଟିକେଟ୍

କଟକ : ଆସନ୍ତା ୯ରେ ବାରବାଟୀ ରେ ଖେଳାଯିବାକୁ ଥିବା ଟି-ଟ୍ବେଣ୍ଟି ମ୍ୟାଚ ପାଇଁ ଆଜିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ ବିକ୍ରି । District zomato ରେ ଆବେଦନ କରିବେ ଦର୍ଶକ । ଚଳିତବର୍ଷ ଟିକେଟ ସଂଖ୍ୟା କମି ଥିବା ବେଳେ ଅନଲାଇନ୍ ରେ ୨ ହଜାର ଟିକେଟ ବିକ୍ରି ପାଇଁ ନିଷ୍ପତ୍ତି ନିଆଯାଇଛି । ଗ୍ୟାଲେରୀ ୧ ଓ ୩ ର ମୂଲ୍ଯ ୧୧ଶହ ଟଙ୍କା, ଗ୍ୟାଲେରୀ ୨ ଓ ୪ କୁ ୯ଶହ ଟଙ୍କା, ଗ୍ୟାଲେରୀ ୫ ନମ୍ବର୍ ୧୨ଶହ ଟଙ୍କା, ସ୍ପେଶଲ୍ ଏନ କ୍ଲୋଜର ୬ହଜାର ଟଙ୍କା, ଏସି ବକ୍ସ ୮ ହଜାର ଟଙ୍କା, ନ୍ୟୁ ପାଭିଲିୟନ୍ ୧୦ ହଜାର ଟଙ୍କା ଏବଂ କର୍ପୋରେଟ ବକ୍ସ ୨୦ ହଜାର ଟଙ୍କା ରହିଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Leave a Reply

Your email address will not be published. Required fields are marked *