ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍

ଭୁବନେଶ୍ୱର :ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଛି। ପ୍ରଶ୍ନପତ୍ର ଲିକ୍ ପରେ ଏଏନ୍ଏମ୍ ପରୀକ୍ଷା ସ୍ଥଗିତ କରିଦିଆଯାଇଛି। ଦ୍ୱିତୀୟ ବର୍ଷ ଛାତ୍ରଙ୍କ ବାର୍ଷିକ ପରୀକ୍ଷା ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ହୋଇଛି। ପରୀକ୍ଷାର ୩ଘଣ୍ଟା ପୂର୍ବରୁ ANM ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଦିନ ୨ଟାରେ ପରୀକ୍ଷା ଥିଲା ୧୧ଟା ବେଳେ ଲିକ୍ ହୋଇଥିଲା ପ୍ରଶ୍ନପତ୍ର।

Leave a Reply

Your email address will not be published. Required fields are marked *