ବିଜେଡିର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କର ଜନ୍ମମାଟି ସୁଆଣ୍ଡୋ ଗ୍ରାମରେ ତାଙ୍କ…

ଭିଜିଲାନ୍ସ ଜାଲରେ ଲାଞ୍ଚଖୋର ଆକାଉଣ୍ଟାଣ୍ଟ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ମ୍ୟୁନିସିପାଲିଟିରେ ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର। ସୂତ୍ର ଅନୁସାରେ, ହୋଡିଂ ଓ…

ପୁଲିସ୍ ଏସଆଇ ନିଯୁକ୍ତି ଘଟଣା ଲିଙ୍କରେ ‘ବଣିକ’ର ତିନି ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର: ପୁଲିସ୍ ଏସଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିବା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ୍…

ବିଜେପିକୁ ଝଟକା : ଆସାମରେ ରାଜେନ୍ ଗୋହେନଙ୍କ ସମେତ ୧୭ ବିଧାୟକଙ୍କ ଇସ୍ତଫା

ଆସାମରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ୪ ଥରର ବିଜେପି ସାଂସଦ ରାଜେନ ଗୋହେନ ବିଜେପିରୁ ଇସ୍ତଫା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ତାଙ୍କ…

ପୁଣି ମା’ ହେଲେ ନାବାଳିକା

ମୟୂରଭଞ୍ଜ: ଶୌଚାଳୟରେ ନାବାଳିକାଙ୍କ ପ୍ରସବ, ଅବସ୍ଥା ସଙ୍କଟାପନ୍ନ ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦ ଘଟଣା। ଜଣେ ୧୭ ବର୍ଷୀୟା ନାବାଳିକା ସରକାରୀ…

ବାଲିଯାତ୍ରା ୨୦୨୫: ପ୍ଲଟ ପଞ୍ଜୀକରଣ ଅବଧି ବୃଦ୍ଧି

କଟକ: ଐତିହାସିକ ବାଲିଯାତ୍ରା ୨୦୨୫ ପାଇଁ ପ୍ଲଟ ପଞ୍ଜୀକରଣର ଅବଧି ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବ୍ୟବସାୟୀ ତଥା ଇଚ୍ଛୁକ ଅନୁଷ୍ଠାନ www.baliyatra.net ରେ ଅନଲାଇନ୍…

ଗିରଫ ହେଲେ କଫ ସିରଫ ମାଲିକ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ‘କୋଲଡ୍ରିଫ୍ (କୋଲ୍ଡ୍ରିଫ୍)’ କଫ ସିରପ ପାନ କରି ଅନେକ ଶିଶୁଙ୍କ ମୃତ୍ୟୁ ଘଟିଥିବା ମାମଲାରେ ପୋଲିସ ମିଳିଛି ବଡ ସଫଳତା।ମଧ୍ୟପ୍ରଦେଶ ପୋଲିସର ସ୍ବତନ୍ତ୍ର…

ଛତିଶଗଡ଼ରେ ୧୬ ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ସୁରକ୍ଷା ବାହିନୀ ନକ୍ସଲ ମୁକାବିଲାରେ ଏକ ବଡ଼ ସଫଳତା ହାସଲ କରିଛି। ମୋଟ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ…

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ୩ କମିଟି ଗଠିତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନକୁ ନଜରରେ ରଖି ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତାମାନଙ୍କୁ ନେଇ ତିନୋଟି କମିଟି ଗଠନ କରିଛନ୍ତି।ପ୍ରସନ୍ନ ଆଚାର୍ଯ୍ୟ,…

୧୧ ବରିଷ୍ଠ ବିଜେଡି ନେତାଙ୍କୁ ସାଂଗଠନିକ ଦାୟିତ୍ବ, ଚିରଞ୍ଜିବ ବିଶ୍ବାଳ ଉପସଭାପତି

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଦଳର ରାଜ୍ୟ ପଦାଧିକାରୀ ଭାବରେ ଆଉ ୧୧ ଜଣ ନେତାଙ୍କୁ ନିଯୁକ୍ତ କରିଛି।ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡା…

୨ ଘଣ୍ଟା ପ୍ରବଳ ବର୍ଷା ଯୋଗୁଁ ବେହାଲ୍ ରାଜଧାନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ଦିନ ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ…

୯ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଆସୁଛି ଏକ ଲଘୁଚାପ। ଆସନ୍ତା ୯ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଅଧିକ ଘନୀଭୂତ ହୋଇ ଏହା…