ଏନସିବିସି ପକ୍ଷରୁ ଓବିସି ତାଲିକା ପାଇଁ ହେବ ସାର୍ବଜନୀନ ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର କେନ୍ଦ୍ରୀୟ ଓବିସି ତାଲିକା ପାଇଁ ଏନସିବିସି ପକ୍ଷରୁ ହେବ ସାର୍ବଜନୀନ ଶୁଣାଣି ହେବ ପାଇଁ ସ୍ଥିର କରାଯାଇଛି । ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ…

‘ସାକୁରା’ କାର୍ଯ୍ୟକ୍ରମରେ ହେବେ ସାମିଲ ହେବେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଛଅ ଜଣ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟକୁ ପ୍ରତିନିଧିତ୍ୱ କରିବେ।…

୧,୦୯୦ ଜଣଙ୍କୁ ସାହସିକତା ଏବଂ ସେବା ପଦକ: ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ, ୯ ଜଣଙ୍କୁ ସାହସିକତା ପଦକ

ଭୁବନେଶ୍ବର : ସ୍ୱାଧୀନତା ଦିବସ ୨୦୨୫ ଉପଲକ୍ଷେ ମୋଟ୍‌ ୧୦୯୦ ଜଣ ପୁଲିସ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଏବଂ ସଂସ୍କାର ସେବା କର୍ମୀଙ୍କୁ ସାହସିକତା ଓ…

ସୁନ୍ଦରଗଡ଼ରେ ବଢୁଛି କୁଷ୍ଠରୋଗୀଙ୍କ ସଂଖ୍ୟା

ସୁନ୍ଦରଗଡ଼: ବିଗତ ୨୦ ମାସରେ ସୁନ୍ଦରଗଡ଼ ଜିଲ୍ଲାରେ ୭୦୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନେ କହୁଛନ୍ତି, ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଫିଜିଓଥେରାପିଷ୍ଟଙ୍କ…

ରାଜ୍ୟ ପରିବହନ ବିଭାଗକୁ ଇଡିର ନୋଟିସ୍

ଭୁବନେଶ୍ୱର: ମନି ଲଣ୍ଡ୍ରିଂ ସନ୍ଦେହରେ ରାଜ୍ୟ ପରିବନ ବିଭାଗକୁ ଇଡିର ନୋଟିସ୍ ।ରାଜ୍ୟ ପରିବହନ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବା ସନ୍ଦେହରେ ବିଭାଗ ସହିତ…

ଅକ୍ଟୋବର ୨ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ

ଭୁବନେଶ୍ବର : ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ କରାଯିବ। ମାଲକାନଗିରିରୁ ପଦଯାତ୍ରା ଆରମ୍ଭ କରିବେ ପିସିସି ସଭାପତି ଭକ୍ତ…

ପୁଲିସ୍ ହେପାଜତରେ ରାହୁଲ – ପ୍ରିୟଙ୍କା

ନୂଆଦିଲ୍ଲୀ: ଭୋଟ ଚୋରି ପ୍ରସଙ୍ଗରେ ଦେଶରେ ରାଜନୈତିକ ସରଗରମ ରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ଆଣିଛନ୍ତି। ବିହାରରେ…

ବାଲୁକା କଳାରେ ‘ହର୍ ଘର୍ ତ୍ରିରଙ୍ଗା’ର ବାର୍ତ୍ତା

ପୁରୀ : ଆଗକୁ ଆସୁଛି ୭୯ତମ ସ୍ୱାଧୀନତା ଦିବସ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ୨ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା…

ଭୁବନେଶ୍ଵର ଏମ୍ସରେ ସିବିଆଇ ଚଢ଼ାଉ

ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ ସିବିଆଇର ଚଢ଼ାଉ । ନିଯୁକ୍ତି ଜାଲିଆତି ନେଇ ସିବିଆଇର ଚଢ଼ାଉ ହୋଇଥିବା ନେଇ ସୂଚନା ମିଳିଛି। ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ…

ରାହୁଲଙ୍କ ଭୋଟର ତାଲିକା ହେରଫେର ଅଭିଯୋଗ: କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନରଙ୍କ ନୋଟିସ । ଭୋଟର ତାଲିକାରେ ହେରଫେରକୁ ନେଇ ଲଗାଇଥିବା ଅଭିଯୋଗର ପ୍ରମାଣ ଦେବା ପାଇଁ ନୋଟିସ ହୋଇଛି।…

ରାହୁଲଙ୍କ ରାତ୍ରିଭୋଜନ ପାର୍ଟି : ଏକାଠି ହେଲେ ଇଣ୍ଡିଆ ମେଣ୍ଟର ସବୁ ଦଳର ସଦସ୍ୟ

ନୂଆଦିଲ୍ଲୀ : ଏକାଠି ହେଲେ ଇଣ୍ଡିଆ ମେଣ୍ଟର ସବୁ ଦଳର ସଦସ୍ୟ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିମନ୍ତ୍ରଣରେ ୨୫ଟି ଦଳର ୫୦ରୁ ଅଧିକ ନେତା…

ପ୍ରଦୂଷଣ ନିୟନ୍ତ୍ରଣ ପରିଷଦରେ ଆପତ୍ତି ଅଭିଯୋଗ ଦାଖଲ କଲେ ଜନଶୁଣାଣୀରୁ ବଞ୍ଚିତ ଗ୍ରାମବାସୀ

ଭୁବନେଶ୍ବର : ଗତ ଜାନୁଆରୀ ୧୮ ତାରିଖରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକର ଟିକରପଡାରେ ଏସାର କମ୍ପାନୀର ପେଲେଟ କାରଖାନା ଓ ଜଳ ପାଇପ ବା ସ୍ଲୁରୀ…