Blog

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ପଟନା: ଆଗାମୀ ବିହାର ନିର୍ବାଚନ ପାଇଁ ବିଜେପି ତାଙ୍କ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ମୋଟ ୭୧ ଜଣ ପ୍ରାର୍ଥୀଙ୍କ ନାମ…

ନୂଆପଡ଼ା ଉପ-ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ ମାଝୀ

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ…

ବିନା e-KYC ଚାଉଳ ବନ୍ଦ

ଭୁବନେଶ୍ଵର: ରାସନ୍ ହିତାଧିକାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ସୂଚନା ଜାରି କରିଛନ୍ତି ସରକାର । ଯେଉଁମାନେ e-KYC କରିନଥିବେ, ସେମାନଙ୍କ ପାଇଁ ଆସନ୍ତା ମାସରୁ ଚାଉଳ ବଣ୍ଟନ…

ଶ୍ରୀମନ୍ଦିରରେ ମୋବାଇଲ୍‌ ଫୋନ୍‌ ସଂପୂର୍ଣ୍ଣ ବାରଣ

ପୁରୀ: ଶ୍ରୀମନ୍ଦିରରେ ମୋବାଇଲ୍‌ ଫୋନ୍‌ ସଂପୂର୍ଣ୍ଣ ବାରଣ କରାଯିବ। ପୋଲିସ କର୍ମଚାରୀ ଓ ସେବାୟତଙ୍କୁ ସମେତ କୌଣସି ଲୋକଙ୍କୁ ମନ୍ଦିରରେ ମୋବାଇଲ୍‌ ନେବାକୁ ଅନୁମତି ମିଳିବେ ନାହିଁ।…

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ପୋଲିସ ତଦନ୍ତ ଜୋରଦାର କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ନେଇ ପୋଲିସ ଦୁର୍ଗାପୁର…

ଦୀପାବଳି ପାଇଁ ଆସିଲା ଗାଇଡଲାଇନ, ସଂଧ୍ୟା ୭ଟାରୁ ରାତି ୯ଟା ଭିତରେ ଫୁଟିବ ବାଣ

ଭୁବନେଶ୍ୱର: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ ହେବ ଦୀପାବଳି। ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା…

ଏସ.ଆଇ ପରୀକ୍ଷା ମହାଘୋଟାଲା: କ୍ରାଇମ୍‌ବ୍ରାଞ୍ଚର କାର୍ଯ୍ୟବାହି

ବ୍ରହ୍ମପୁର: ବ୍ରହ୍ମପୁରରେ ଘଟିଥିବା ପୋଲିସ ଏସ.ଆଇ ପରୀକ୍ଷା ମହାଘୋଟାଲା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ଆଉଟ୍‌ ସର୍କୁଲାର ଜାରି କରିଛି। ଏହି ମାମଲା ସହିତ ଜଡିତ…

ଫେଲ ମାରିଲା କମିଶନରେଟ୍‌ ପୋଲିସର ସୁରକ୍ଷା ବ୍ୟବସ୍ଥା: ଚନ୍ଦକା ଥାନାରୁ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ପୁଣିଥରେ କମିଶନରେଟ୍‌ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚନ୍ଦକା ଥାନାରେ ଆଇଫୋନ୍‌ ଚୋରି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ପୋଲିସକୁ…

ଅର୍ଥନୀତିରେ ୩ ବିଶିଷ୍ଟ ବିଜ୍ଞାନୀଙ୍କୁ ନୋବେଲ

ନୂଆଦିଲ୍ଲୀ: ଅର୍ଥନୀତି ବିଜ୍ଞାନରେ ୩ ଜଣ ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି। ଜୋଏଲ ମୋକିର, ଫିଲିପ ଅଘିଓନ, ଓ ପିଟର ହୋୱିଟ୍ ସେହି ସମ୍ମାନ ପ୍ରାପ୍ତ…

ଶୀତକାଳୀନ ବିମାନଉଡ଼ାଣ ସୂଚୀରୁ ରାଉରକେଲା ବାଦ୍‌

ରାଉରକେଲା: ଶୀତକାଳୀନ ବିମାନଉଡ଼ାଣ ସୂଚୀରୁ ବାଦ୍‌ ପଡିଲା ରାଉରକେଲା ବିମାନବନ୍ଦର । ଆଗାମୀ ୨୦୨୬ ମାର୍ଚ୍ଚ ଯାଏ ରାଉରକେଲା ବିମାନସେବା ପୁନଃଆରମ୍ଭ ହେବନି ବୋଲି ଏକପ୍ରକାର ସ୍ପଷ୍ଟ…

ଅବସରପ୍ରାପ୍ତ ବନପାଳ ଗିରଫ: ହରିଣ ଛାଲ ଏବଂ ମୟୂର ପକ୍ଷୀ ରଖିଥିବା ଅଭିଯୋଗ

ଦେବଗଡ଼ : ଦେବଗଡ ବନଖଣ୍ଡରେ ଅବସରପ୍ରାପ୍ତ ଫରେଷ୍ଟରଙ୍କୁ ଗିରଫ କରିଛି ବନବିଭାଗ। ବାରକୋଟ ଥାନା ଅକ୍ଷରଶିଳା ଗ୍ରାମର ଅବସରପ୍ରାପ୍ତ ଫରେଷ୍ଟର କିଶୋରଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଛି। ଘରେ…

ଡିସେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଚୟନ ହେବେ ନୂଆ କଳାକାର

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରୀ ୩ ତାରିଖ ଯାଏଁ ଅନୁଷ୍ଠିତ ହେବ। କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼। ସ୍ବତନ୍ତ୍ର…