ଉପ-ନିର୍ବାଚନ ପାଇଁ ନୂଆପଡ଼ାରେ ୫୬ଟି ନୂଆ ମତଦାନ କେନ୍ଦ୍ର

ଭୁବନେଶ୍ୱର: ନୂଆପଡା ବିଧାନସଭାର ଉପ-ନିର୍ବାଚନ ପାଇଁ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ଅକ୍ଟୋବର ୯ ତାରିଖରେ ହେବାକୁ ଯାଉଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର.ଏସ୍. ଗୋପାଳନ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି। ବର୍ଦ୍ଧିତ ଭୋଟର ସଂଖ୍ୟାକୁ ଦୃଷ୍ଟିରେ ରଖି ୫୬ଟି ନୂଆ ମତଦାନ କେନ୍ଦ୍ର ହେବାର ସମ୍ଭାବନା ରହିଛି ।

ଗତ ସପ୍ତାହରେ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଆବଶ୍ୟକ ହୋଇପଡିଛି।

Leave a Reply

Your email address will not be published. Required fields are marked *