ରାଜଧାନୀରେ ଘନ କୁହୁଡ଼ି

ଭୁବନେଶ୍ୱର: ଶୀତଦିନ ଆରମ୍ଭ ରୁ କୁହୁଡି ଦେଖିବାକୁ ମିଳିଛି। ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେଉଛି। ଯାହାଫଳରେ ଗାଡି ମଟର ଯିବାଆସିବା ରେ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟର ଅନ୍ୟ ସ୍ଥାନ ସହ ଭୁବନେଶ୍ୱର ଏୟାର୍‌ପୋର୍ଟ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେଇଛି। ଆଜି ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦୦ ମିଟର ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *