କ୍ଷତିପୂରଣ ଦାବିରେ ଥାନାକୁ ଗଲେ ଯନ୍ତ୍ରୀଙ୍କ ପରିବାର

କଟକ : ଗତ ମେ ମାସରେ ଖାନନଗର ବ୍ରିଜ୍ ଭୁଷୁଡ଼ି ଇଂଜିନିୟର ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ବାଦାମବାଡ଼ି ଥାନାରେ ଏତଲା ଦେଇଛନ୍ତି । ଦୀର୍ଘ ଦିନ ଧରି କ୍ଷତିପୂରଣ ରାଶି ନମିଳିବାରୁ ଥାନାର ଦ୍ବାରସ୍ଥ ହେଲେ ମୃତ ଇଂଜିନିୟର ସୋମ୍ୟରଞ୍ଜନ ମଲ୍ଲିକ ଙ୍କ ବାପା ମା ଓ ଭାଇ।

Leave a Reply

Your email address will not be published. Required fields are marked *