ଛାତ୍ରୀଙ୍କ ଆତ୍ମହୁତ, ଗୁରୁତର ଅବସ୍ଥାରେ ଭର୍ତ୍ତି ହେଲେ ହସ୍ପିଟାଲ ରେ

ରାଉରକେଲା :ରାଜଗାଙ୍ଗପୁରର ସରସ୍ୱତୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନିରେ ପଢ଼ୁଥିବା ଜଣେ ଛାତ୍ରୀ
ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଲାଞ୍ଜିବେର୍ଣ୍ଣାର ବାସିନ୍ଦା ଥିବା ଛାତ୍ରୀଙ୍କ ଦେହରେ ନିଆଁ ଲାଗି ୯୦ ପ୍ରତିଶତ ପୋଡି ଯାଇଛି। ଚିକିତ୍ସା ପାଇଁ ଛାତ୍ରୀଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ କେଉଁ କାରଣ ପାଇଁ ନିଆଁ ଲଗାଇଲେ ତାର କାରଣ ଅସ୍ପଷ୍ଟ ରହିଛି। ଏହି ଘଟଣା ପରେ ଛାତ୍ରୀ ଜଣଙ୍କର ପୁରୁଷ ବନ୍ଧୁଙ୍କୁ ଅଟକ

Leave a Reply

Your email address will not be published. Required fields are marked *