ରୀ : କଟକଣାକୁ ବେଖାତିର କରି ଶ୍ରୀଜଗନ୍ନାଥ ମନ୍ଦିର ପରିସର ଫଟୋ ଉଠିଛି ଓ ପୁଣି ଭାଇରାଲ ହୋଇଛି । ମହାରାଷ୍ଟ୍ର ବୈଭବ ଦୂର ପାଟିଲ ନାମକ ଜଣେ ଯୁବକ ମନ୍ଦିର ପରିସର ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟରୁ ତିନି ଥର ହିଡେନ କ୍ୟାମେରା ଜବତ ହେଲାଣି ।
ସୂଚନାଥାଉକି, ବାରମ୍ବାର ତଦନ୍ତ ଓ କଡ଼ା ଚେତାବନୀ ପରେ ବି ଶ୍ରଦ୍ଧାଳୁ ସୁଧୁରୁନାହାନ୍ତି ।
