ଦାଖଲ ହେଲା ଗୋପାଳପୁର ଗଣଦୁଷ୍କର୍ମ ମାମଲାର ଚାର୍ଜସିଟ୍‌

ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ସବ-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (ଏସଡିଜେଏମ)ଙ୍କ କୋର୍ଟରେ ୫୭୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି।

ଏହି ଘଟଣାଟି ଗତ ଜୁନ୍ ୧୫ ରାତିରେ ଘଟିଥିଲା। ସେହି ସନ୍ଧ୍ୟାରେ ପୀଡିତା ଜଣେ ପୁରୁଷ ବନ୍ଧୁଙ୍କ ସହିତ ବେଳାଭୂମିକୁ ଯାଇଥିଲେ। ସେମାନେ ବେଳାଭୂମିରେ ଏକ ନିର୍ଜନ ସ୍ଥାନରେ ବସିଥିବା ସମୟରେ ଦଶ ଜଣ ବ୍ୟକ୍ତି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *