ଯୁକ୍ତ ଦୁଇ ପାଠ୍ୟକ୍ରମରେ ବାଧ୍ୟତାମୂଳକ ହେଲା ‘ପରିବେଶ ଶିକ୍ଷା’

ଭୁବନେଶ୍ୱର : ଯୁକ୍ତ ୨ ପାଠ୍ୟକ୍ରମରେ ବାଧ୍ୟତାମୂଳ ଭାବରେ ଇଂରାଜୀରେ ‘ପରିବେଶ ଶିକ୍ଷା’ ୟୁନିଟ୍ ଅନ୍ତର୍ଭୁକ୍ତ ହୋଇଛି। ମାତୃଭାଷା ବିଭାଗରେ ‘ମୂଲ୍ୟବୋଧ ଶିକ୍ଷା’ ୟୁନିଟ୍ ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି । ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ଆସିବ ପ୍ରଶ୍ନ।

୨୦୨୬ ବୋର୍ଡ ପରୀକ୍ଷାରେ ଉଭୟ ବିଷୟରେ ପ୍ରଶ୍ନ ଆସିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।୨୦୨୫-୨୬ ଶିକ୍ଷା ବର୍ଷର ଯୁକ୍ତ ୨ ଛାତ୍ରଛାତ୍ରୀ ଦେବେ ପରୀକ୍ଷା।

Leave a Reply

Your email address will not be published. Required fields are marked *