ଅକ୍ଟୋବର ୨ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ

ଭୁବନେଶ୍ବର : ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ କରାଯିବ। ମାଲକାନଗିରିରୁ ପଦଯାତ୍ରା ଆରମ୍ଭ କରିବେ ପିସିସି ସଭାପତି ଭକ୍ତ ଚରଣ ଦାସ। ଏହି ସତ୍ୟାଗ୍ରହ ଯାତ୍ରାରେ ୧୪୭ ନିର୍ବାଚନ ମଣ୍ଡଳୀ ବୁଲିବେ। ଏଥିରେ ଏଆଇସିସିର ନେତାମାନେ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *