ନିର୍ବାଚନୀ ଅନିୟମିତତା ମାମଲା: କେଭି ସିଂହଦେଓ ଓ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା, ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା ।…

ହ୍ୟୁମାନ ସାଗର ମୃତ୍ୟୁ ଘଟଣାଉଚ୍ଚସ୍ତରୀୟ କମିଟି ତଦନ୍ତ ପାଇଁ କହିଲେ ଶ୍ରୀତମ

କଟକ : ଗୀତିକାର ହ୍ୟୁମାନ ସାଗରଙ୍କ ମୃତ୍ୟୁ କୁ ନେଇ ଚର୍ଚ୍ଚା ଥମୁନି। ଆଜି ଅଭିନେତା ଶ୍ରୀତମ ଦାସ ଏହି ବିଷୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି…

ଗୃହକୁ ସମ୍ବୋଧିତ କଲେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର: ଓଡ଼ିଶା ବିଧାନସଭା ପାଇଁ ଆଜି ଐତିହାସିକ ମୁହୂର୍ତ୍ତ। ଗୃହକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୟ ଜଗନ୍ନାଥ କହି ସେ ନିଜର ଅଭିଭାଷଣ ଆରମ୍ଭ…

ରାଜ୍ୟ ସରକାରଙ୍କୁ ଝଟକା, ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ

କଟକ: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା। ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ । ୧୫ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ…

କଟକ ଜିଲ୍ଲାର ୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ, ଜନ ଶୁଣାଣିକୁ କାର୍ଯ୍ୟକାରୀ ନକରିବାରୁ କାର୍ଯ୍ୟାନୁଷ୍ଠାନ

କଟକ: କଟକର ଜିଲ୍ଲାର ୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ । ନଭେମ୍ବର…

ଅପରେସନ ଚକ୍ରକୁ ସଫଳତା: ୩ ମାସରେ ୧୪୨ ନାବାଳିକା ଏବଂ ଯୁବତୀ ଉଦ୍ଧାର

ପୁରୀ: ପୁରୀ ପୁଲିସ ଦ୍ୱାରା ଚାଲିଥିବା ଅପରେସନ “ଚକ୍ର” ଅଭିଯାନକୁ ସଫଳତା । ପୁରୀ ଏସପି ପ୍ରତୀକ ସିଂ ଜିଲ୍ଲାରେ ଆରମ୍ଭ କରିଥିବା ଏହି ଅଭିଯାନ ମାଧ୍ୟମରେ…

ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନ ସଭାରେ ସ୍ୱର ଉଠାଇବ ବିଜେଡ଼ି

ଭୁବନେଶ୍ୱର: ବିଜେଡ଼ି ବିଧାୟକ ଦଳର ବୈଠକ ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ…

ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ଚଳଚ୍ଚିତ୍ର ନିର୍ଦେଶକ

କଟକ, ୨୬/୧୧: ଓଲିଉଡ଼ର କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବା ପାଇ ଆଜି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ପାଇଁ ଥାନାରେ ଏତଲା ଦେଇଛନ୍ତି ଚଳଚ୍ଚିତ୍ର…

ରବି ରାୟ ଜନ୍ମ ଶତବାର୍ଷିକୀ ସମାରୋହ ଉଦଘାଟିତ : ନଟବର ଷଡ଼ଙ୍ଗୀ ପାଇଲେ ‘ରବି ରାୟ ଲୋକଶକ୍ତି ସବୁଜ ସମ୍ମାନ’

ଭୁବନେଶ୍ୱର : ଗଣତନ୍ତ୍ର, ଗୋଟିଏ ଅର୍ଥରେ, ଶାସନର ଏକ ରୂପ ଭାବରେ ବିବେଚିତ ହୋଇଛି। ଏକ ବ୍ୟାପକ ଅର୍ଥରେ, ଏହା ଏକ ଜୀବନଶୈଳୀ ଅଟେ। ଶାସନର ଏକ…

ସରିଲା ସର୍ବଦଳୀୟ ବୈଠକ; ପ୍ରଥମ ଦିନ ଅଭିଭାଷଣ ରଖିବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର: ସରିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଶୀତ ଅଧିବେଶନ ସାରିବାକୁ ହେଲା ଆଲୋଚନା। ପ୍ରଥମ ଦିନ ମହାମହିମ ରାଷ୍ଟ୍ରପତି ରଖିବେ ଅଭିଭାଷଣ। ଦ୍ବିତୀୟ ଦିନ ଆସିବ…

ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ । ଗତ ମୌସୁମୀ ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟଦିବସ ଥିଲା; ତାହାବି ସୁରୁଖୁରୁରେ ଚାଲି ପାରିଲା ନାହିଁ।…