ଆମେରିକାର ଶାନ୍ତି ସ୍ତମ୍ଭରେ ସ୍ଥାନ ପାଇଲା ଓଡ଼ିଆ ଭାଷା

ଭୁବନେଶ୍ବର: ଆମେରିକାର ଶାନ୍ତି ସ୍ତମ୍ଭରେ ସ୍ଥାନ ପାଇଲା ଓଡ଼ିଆ ଭାଷା। ଯାହା ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ। ଓଡିଶାର ଗୀତ, ନୃତ୍ୟକୁ ଓଡ଼ିଶା…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱର ଫୁଲେଶ୍ୱରି ବସ୍ତିରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାରୁ…

ଯୁକ୍ତ ଦୁଇ ପାଠ୍ୟକ୍ରମରେ ବାଧ୍ୟତାମୂଳକ ହେଲା ‘ପରିବେଶ ଶିକ୍ଷା’

ଭୁବନେଶ୍ୱର : ଯୁକ୍ତ ୨ ପାଠ୍ୟକ୍ରମରେ ବାଧ୍ୟତାମୂଳ ଭାବରେ ଇଂରାଜୀରେ ‘ପରିବେଶ ଶିକ୍ଷା’ ୟୁନିଟ୍ ଅନ୍ତର୍ଭୁକ୍ତ ହୋଇଛି। ମାତୃଭାଷା ବିଭାଗରେ ‘ମୂଲ୍ୟବୋଧ ଶିକ୍ଷା’ ୟୁନିଟ୍ ବିଷୟକୁ ଅନ୍ତର୍ଭୁକ୍ତ…

ପଶ୍ଚିମବଙ୍ଗ ଭୋଟର ତାଲିକା ସଂଶୋଧନ ଅଭିଯୋଗ : ୪ ଅଧିକାରୀ ନିଲମ୍ବିତ

କୋଲକାତା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, ପଶ୍ଚିମବଙ୍ଗ ସରକାର ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ…

ଜଙ୍ଗଲ ଜମି ଦେବା ନାଁରେ ଲୁଟ୍ ଫରେଷ୍ଟର ସସପେଣ୍ଡ

ନବରଙ୍ଗପୁର: ଜଙ୍ଗଲ ଜମି ଦେବା ନାଁରେ ଲୁଟ୍ ଅଭିଯୋଗରେ ରାଇଘର ଫରେଷ୍ଟର ପ୍ରଦୀପ୍ତ ଦାସ ନିଲମ୍ବିତ କରାଯାଇଛି । ତାଙ୍କୁ ନିଲମ୍ବିତ କରିଛନ୍ତି ଡିଏଫଓ । ପ୍ରାପ୍ତ…

ସଂସଦର ସୁରକ୍ଷାରେ ପ୍ରଶ୍ନବାଚୀ, ଭିତରକୁ ପ୍ରବେଶ କଲେ ଦୃର୍ବୁତ୍ତ

ନୂଆଦିଲ୍ଲୀ : ସଂସଦର ସୁରକ୍ଷାରେ ଏକ ବଡ଼ ଧରଣର ଉଲ୍ଲଂଘନ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ, ଜଣେ ଅଜଣା ବ୍ୟକ୍ତି ରେଳ ଭବନ ପାର୍ଶ୍ୱରୁ…

ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପାଇଁ ଗୃହମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ କେନ୍ଦ୍ରକରି ଉତ୍ତର ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଜୟ ରାୟ କରି ଦଳୀୟ ନେତା ରାହୁଲ…

ଭିଜିଲାନ୍ସ ସ୍କାନରରେ ସିନିୟର ଆସିଷ୍ଟାଣ୍ଟ

କଟକ: କଟକ ଚୌଦ୍ବାର ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ ଜଣିଆ…

ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ

ଭୁବନେଶ୍ୱର : କୃଷି ବିଭାଗର ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ ଏବଂ କୌଣସି ପରିସ୍ଥିତିରେ…

ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଆଗାମୀ ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍‌ ପକ୍ଷରୁ ସୂଚନା ମିଳିଛି। ତେବେ ବିଧାନସଭାର ମୌସୁମୀ ଅଧିବେଶନ…

ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ସ୍ଥିତି ଜାହିର୍ କଲେ ମାଓବାଦୀ

ସୁନ୍ଦରଗଡ଼: ଓଡି଼ଶା -ଝାଡଖଣ୍ଡ ସୀମାନ୍ତ ଚତରା ଜିଲ୍ଲାରେ ସାନ୍ତାନ ଗଞ୍ଜୁ ନାମକ ଜଣେ ବ୍ୟକ୍ତିଙ୍କୁ ଖୋଜିବାକୁ ଲେମ୍ବୋଡିହ ବିଶନପୁର ଗାଁରେ ପହଞ୍ଚିଥିବା ନକ୍ସଲମାନେ ଦୁଇଟି ଗାଡ଼ି ବୁଧବାର…