ଧନ୍‌ତେରସ୍‌ରେ ରେକର୍ଡ୍‌ ବ୍ୟବସାୟ: ରାଜ୍ୟରେ ହେଲା ୨୫୦ କୋଟି ଟଙ୍କାର ଅଳଙ୍କାର ବିକ୍ରି

ଭୁବନେଶ୍ବର: ସୁନା ଓ ରୁପା ଦର ବୃଦ୍ଧି ହେତୁ ଏବେବେଳେ ଧନ୍‌ତେରସ୍‌ରେ ଅଳଙ୍କାର ବ୍ୟବସାୟ ମାନଦଣ୍ଡ ହ୍ରାସ ପାଇବ ବୋଲି ଆଶଙ୍କା ରହିଥିଲା। କିନ୍ତୁ ଶନିବାର ଧନ୍‌ତେରସ୍‌…

ଦୀପାବଳି ପାଇଁ ଆମ ବସ୍‌ ସେବା ବନ୍ଦ: ସୋମବାର ଅପରାହ୍ନରୁ ଚାଲିବ ନାହିଁ ବସ୍‌

ଭୁବନେଶ୍ବର: ଦୀପାବଳି ପର୍ବ ଅବସରରେ ସୋମବାର (ଅକ୍ଟୋବର ୨୦) ଅପରାହ୍ନ ୩ଟାରୁ ରାଜଧାନୀରେ ଆମ ବସ୍‌ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ…

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କା ଯୋଜନା ଫେଲ: ରାସ୍ତା ପାଲଟିଛି ମରଣଯନ୍ତା

ଦାରିଙ୍ଗବାଡ଼ି: ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ପ୍ରତି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଯୋଜନା ଚାଲିଛି। କିନ୍ତୁ ଗ୍ରୀନବାଡ଼ି ପଞ୍ଚାୟତର ଜିଡ଼ିଙ୍ଗମାଲା ଏବଂ…

ବିଦ୍ୟୁତ୍‌ ସେବା ଯୋଗାଇବାକୁ ଅକ୍ଷମ ସରକାର : ଅନ୍ଧାରରେ ଗ୍ରାମବାସୀ!

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ଠାରେ ଦୀର୍ଘଦିନ ହେଲା ଏକ ବଦ୍ୟୁତ୍‌ ସବଷ୍ଟେସନ୍ କାର୍ଯ୍ୟ ଚାଲୁଛି। ପ୍ରାୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିସାରିଥିବା ବେଳେ…

ଦୀପାବଳି ପାଇଁ ରାଜ୍ୟରେ ଦୁଇଦିନ ଛୁଟି: ନୂଆପଡାରେ କେବଳ ଏକଦିନ

ଦୀପାବଳି ଉତ୍ସବ ଅବସରରେ ଆସନ୍ତା ସୋମବାର ଓ ମଙ୍ଗଳବାର (୨୦ ଓ ୨୧ ତାରିଖ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିବ। କିନ୍ତୁ ନୂଆପଡା…

ଆସୁଛି ବାତ୍ୟା, ପୁଣି ତାଜା ହୋଇପାରେ ୧୯୯୯ ର ସ୍ମୃତି

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ଭୟଙ୍କର ବାତ୍ୟା ସୃଷ୍ଟି ହେବାର ସଙ୍କେତ ମିଳିଛି। ଆମେରିକାର ଜୀ.ଏଫ.ଏସ (ଗ୍ଲୋବାଲ ଫୋରକାଷ୍ଟ ସୀସଷ୍ଟମ ) ମଡେଲ ଆକଳନ କରିଛି ଯେ, ଆସନ୍ତା…

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ: ରାଣୀ ମହୁମାଛି ସମେତ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ରାଜଧାନୀରେ ଝାରଖଣ୍ଡର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନେରେଟ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବାମାନଙ୍କ ମଧ୍ୟରେ ରାଣୀ ମହୁମାଛି ସହିତ…

ପୂରଣ ହେବ ସବୁ ଖାଲି କୁଳପତି ପଦ: ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ବିଶ୍ବବିଦ୍ୟାଳୟରେ ଖାଲି ଥିବା କୁଳପତି ପଦଗୁଡ଼ିକ ଶୀଘ୍ର ପୂରଣ ହେବ ବୋଲି ରାଜ୍ୟପାଳ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ସମୟରେ ରାଜ୍ୟପାଳ…

ନୂଆପଡ଼ାର ମଙ୍ଗ ସମ୍ଭାଳିବେ ନବୀନ

ଭୁବନେଶ୍ୱର: ଆସନ୍ତା ୧୧ ନଭେମ୍ବର ୨୦୨୫ରେ ହେବାକୁଥିବା ନୂଆପଡ଼ା ବିଧାନସଭା ଉପ-ନିର୍ବାଚନକୁ ଲକ୍ଷ୍ୟ କରି ବିଜେଡି କରିଛି ବଡ ଘୋଷଣା। ନବୀନ କରିବେ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର…

ବାଜି ରାଉତଙ୍କ ୮୮ତମ ଶହୀଦ ଦିବସ ପାଳନ

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ୮୮ତମ ଶହୀଦ ଦିବସ ଅବସରରେ ଭବ୍ୟ ଏବଂ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେହି କୁନି…

ମୋହନକଂ କଥା ମାନୁନାହାନ୍ତି ବିଭାଗୀୟ ଅଫିସର, ଅଟକି ରହିଛି ୩୮ ହଜାରରୁ ଅଧିକ ଅଭିଯୋଗ

ଭୁବନେଶ୍ୱର: ରାଜ୍ୟରେ ଲୋକଙ୍କ ଅଭିଯୋଗ ଓ ସମସ୍ୟାଗୁଡ଼ିକ ଶୁଣି ସମାଧାନ କରିବା ପାଇଁ ମୋହନ ସରକାର ପ୍ରଚାର କରୁଥିବା ବେଳେ, ସତ୍ୟତା କିଛି ଅଲଗା କହୁଛି। ପ୍ରତି…

ନୂଆପଡ଼ା ଉପନିର୍ବାଚନ: ଭକ୍ତଙ୍କ ଉପସ୍ଥିତିରେ କଂଗ୍ରେସ ରେ ଯୋଗଦେଲେ ଶତାଧିକ ଯୁବକ

ନୂଆପଡ଼ା: ଆସନ୍ତା ଉପନିର୍ବାଚନ ପୂର୍ବରୁ ଗୁରୁବାର ନୂଆପଡ଼ାର ଖୁଣ୍ଟିଆ ସମ୍ମିଳନୀ କକ୍ଷଠାରେ କଂଗ୍ରେସ ପାର୍ଟିର ମିଶ୍ରଣ ପର୍ବ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଲା । ସୁଧୀର ମିଶ୍ରଙ୍କ…