ବିନା e-KYC ଚାଉଳ ବନ୍ଦ

ଭୁବନେଶ୍ଵର: ରାସନ୍ ହିତାଧିକାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ସୂଚନା ଜାରି କରିଛନ୍ତି ସରକାର । ଯେଉଁମାନେ e-KYC କରିନଥିବେ, ସେମାନଙ୍କ ପାଇଁ ଆସନ୍ତା ମାସରୁ ଚାଉଳ ବଣ୍ଟନ…

ଶ୍ରୀମନ୍ଦିରରେ ମୋବାଇଲ୍‌ ଫୋନ୍‌ ସଂପୂର୍ଣ୍ଣ ବାରଣ

ପୁରୀ: ଶ୍ରୀମନ୍ଦିରରେ ମୋବାଇଲ୍‌ ଫୋନ୍‌ ସଂପୂର୍ଣ୍ଣ ବାରଣ କରାଯିବ। ପୋଲିସ କର୍ମଚାରୀ ଓ ସେବାୟତଙ୍କୁ ସମେତ କୌଣସି ଲୋକଙ୍କୁ ମନ୍ଦିରରେ ମୋବାଇଲ୍‌ ନେବାକୁ ଅନୁମତି ମିଳିବେ ନାହିଁ।…

ଫେଲ ମାରିଲା କମିଶନରେଟ୍‌ ପୋଲିସର ସୁରକ୍ଷା ବ୍ୟବସ୍ଥା: ଚନ୍ଦକା ଥାନାରୁ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ପୁଣିଥରେ କମିଶନରେଟ୍‌ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚନ୍ଦକା ଥାନାରେ ଆଇଫୋନ୍‌ ଚୋରି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ପୋଲିସକୁ…

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ରାଜ୍ୟ ସରକାରଙ୍କ ରହିଛି ମନ୍ଦ ଉଦ୍ଦେଶ୍ୟ : ବିଜେଡ଼ି

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିନାହିଁ ଏବଂ ଏନେଇ ରାଜ୍ୟ ବିଜେପି ସରକାରର ଉଦ୍ଦେଶ୍ୟ ମନ୍ଦ ରହିଛି।ଶଙ୍ଖ ଭବନ…

ଆରମ୍ଭ ହେବ ଅଲିଭ୍-ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା, ନଭେମ୍ବରରୁ ୭ ମାସ ଧରି ମାଛମରା ବନ୍ଦ

ଭଦ୍ରକ: ଆଉ କିଛି ଦିନ ପରେ ଭଦ୍ରକର ବଙ୍ଗୋପସାଗର ଗହୀରମଥା ଅଞ୍ଚଳରେ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଭିଡ ଜମିବ । ଅଲିଭ୍ ରିଡଲେଙ୍କ ଏନ୍ତୁଡ଼ିଶାଳଭାବେ ପ୍ରସିଦ୍ଧିଲାଭ…

ଭିଜିଲାନ୍ସ ଜାଲରେ ଲାଞ୍ଚଖୋର ଆକାଉଣ୍ଟାଣ୍ଟ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ମ୍ୟୁନିସିପାଲିଟିରେ ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର। ସୂତ୍ର ଅନୁସାରେ, ହୋଡିଂ ଓ…

ପୁଣି ମା’ ହେଲେ ନାବାଳିକା

ମୟୂରଭଞ୍ଜ: ଶୌଚାଳୟରେ ନାବାଳିକାଙ୍କ ପ୍ରସବ, ଅବସ୍ଥା ସଙ୍କଟାପନ୍ନ ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦ ଘଟଣା। ଜଣେ ୧୭ ବର୍ଷୀୟା ନାବାଳିକା ସରକାରୀ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଅଧିବେଶନ ୨୫ ତାରିଖ ଯାଏଁ ଚାଲିବ। ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତାକାଲିଠାରୁ…

ନଭେମ୍ବର ୫ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

କଟକ: ଆସନ୍ତା ନଭେମ୍ୱର ୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ୱର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ଶୁକ୍ରବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା…

ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଆଗାମୀ ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍‌ ପକ୍ଷରୁ ସୂଚନା ମିଳିଛି। ତେବେ ବିଧାନସଭାର ମୌସୁମୀ ଅଧିବେଶନ…