ନବୀନଙ୍କ ହେଲିକପ୍ଟର ଉଡ଼ାଣରେ ୨୫ ମିନିଟ୍ ବିଳମ୍ବ ପଛରେ ବିଜେପିର କୂଟନୀତି: ବିଜେଡି

ଭୁବନେଶ୍ୱର: ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡା ଯିବାକୁ ଥିଲେ । କିନ୍ତୁ ଭୁବନେଶ୍ୱର ବିମାନବନ୍ଦରରେ ନବୀନଙ୍କ ହେଲିକପ୍ଟରକୁ କ୍ଲିୟରାନ୍ସ ଦେବାରେ ବିଳମ୍ବ ଘଟିଲା ।ସକାଳ…

ଉତ୍ତରା ବାୟୁ ପ୍ରଭାବରେ ଓଡ଼ିଶାରେ ଶୀତ ବଢ଼ୁଛି

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ପାରଦ ତଳକୁ ଖସୁଥିବା ସହିତ ଶୀତ ପ୍ରକୋପ ଆଉ ଅଧିକ ଅନୁଭବ ହେଉଛି। ଉତ୍ତରା ବାୟୁ ପ୍ରବାହ ବଢ଼ିବା ଏବଂ ବାୟୁମଣ୍ଡଳରେ…

ଝାରସୁଗୁଡ଼ା: କମ୍ପାନୀ ଧୁଆଁରେ ଅତିଷ୍ଠ ଅଞ୍ଚଳବାସୀ, ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

ଝାରସୁଗୁଡ଼ା: ଲଖନପୁର ବ୍ଲକ ଅଧୀନ ବନ୍ଧବାହାଲ ଅଞ୍ଚଳର ଗ୍ଲୋବାଲ କୋଲ୍‌ ୱାସେରିରେ ଗତ ଏକ ସପ୍ତାହ ଧରି ନିଆଁ ଜଳୁଥିବା ବେଳେ ପ୍ରଶାସନର ଏହା ପ୍ରତି ଦୃଷ୍ଟି…

ନୂଆପଡ଼ାରେ ହିନ୍ଦୀ ଓ ଲରିଆ ଭାଷା ଆଗରେ ଓଡ଼ିଆ ଅସ୍ମିତା ଅସ୍ତିତ୍ବ ହରାଇଛି

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେଏବେ ଅଞ୍ଚଳରେ ଭାଷା ନେଇ ଚର୍ଚ୍ଚା ଚାଲିଛି। ଜଣେ ବିଜେଡି ଯୁବନେତା କହିଛନ୍ତି ଯେ, ଯଦି କେହି ଏହି ଅଞ୍ଚଳକୁ ଦେଖନ୍ତି, ତେବେ ଲାଗିବ…

ନୂଆପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟ: ଦରମା ନମିଳିବାରୁ ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା

ନୂଆପଡ଼ା: ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଘଟିଛି ଏକ ଦୁଃଖଦ ଘଟଣା। ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଜୀବନ ଶେଷ…

ବିଜେପି ସରକାରରେ ମହିଳା ଅସୁରକ୍ଷିତ, ଦାରିଙ୍ଗିବାଡ଼ିରେ ବଢିଚାଲିଛି ମଦୁଆଙ୍କ ପ୍ରାଦୁର୍ଭାବ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ଧନ୍ଧା ବେପରୁଆ ଭାବେ ବଢୁଥିବା ସତ୍ୱେ ପୋଲିସ ଓ ଅବକାରୀ ବିଭାଗ ନିରବ…

ସରକାରଙ୍କ ନିର୍ଦ୍ଦୟତା: ପୁଅ ଚାଲିଯିବା ପରେ ଆଶ୍ରୟହୀନ ବୃଦ୍ଧ ଦମ୍ପତି

ମୋହନା: ବୟସର ଭାରରେ ନୁହେଁ, ପ୍ରଶାସନର ଅବହେଳା ତାଙ୍କ ଜୀବନକୁ କ୍ଲାନ୍ତ କରିଦେଇଛି । ଏକମାତ୍ର ପୁଅ ଅକାଳରେ ଚାଲିଯିବା ପରେ ଜୀବନରେ ଅନ୍ଧାର ଘୋଟି ଆସିଛି।…

ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଭୁବନେଶ୍ୱର: ଓଡ଼ିଶା ପୁଲିସ ସବ୍‌-ଇନ୍ସପେକ୍ଟର (ଏସଆଇ) ପରୀକ୍ଷା ଦୁର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ସୂଚନା ମିଳିଛି ଯେ, କ୍ରାଇମ…

ଛୁଟି ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ପ୍ରଧାନ ଶିକ୍ଷକ ଭିଜିଲାନ୍ସ ଜାଲରେ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଧୀନ ଥିବା ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମରମଣି ମଳିକଙ୍କୁ ଭିଜିଲାନ୍ସ ଟିମ ଲାଞ୍ଚ ନେବା…

୩୧୬ କିଲୋମିଟର ଡ୍ରେନ ବିଏମସି ଅଧୀନରେ ଆସିବ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନକୁ ୩୧୬ କିଲୋମିଟର ଡ୍ରେନ ଆଣିବା ପ୍ରସ୍ତାବକୁ ମାନ୍ୟତା ଦିଆଯାଇଛି। ଏହି ନିଷ୍ପତ୍ତି ବିଏମସିର ୩୫ତମ ସାଧାରଣ ପରିଷଦ ବୈଠକରେ…

ପୀତବାସ ହତ୍ୟା ମାମଲା: ବ୍ରହ୍ମପୁର ଏସପିଙ୍କ ମନ୍ତବ୍ୟ ନେଇ ହାଇକୋର୍ଟ ଖପ୍ପା

ଭୁବନେଶ୍ୱର: ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ, ବ୍ରହ୍ମପୁର ଏସପିଙ୍କ ଏକ ମନ୍ତବ୍ୟରେ ହାଇକୋର୍ଟ ଖପ୍ପା ହୋଇଛି।ସୂତ୍ର ଅନୁସାରେ, ଘଟଣା ପର୍ଦ୍ଦାଫାଶ ହେବା ସମୟରେ ଏସପି…

ଶ୍ରୀମନ୍ଦିରରେ ପଞ୍ଚୁକ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା

ପୁରୀ: ପଞ୍ଚୁକ ଉପଲକ୍ଷେ ଶ୍ରୀମନ୍ଦିରରେ ଭକ୍ତମାନେ ସୁବିଧାରେ ଦର୍ଶନ କରିପାରିବେ ବୋଲି ସ୍ବତନ୍ତ୍ର ବ୍ୟବସ୍ଥା ନିଆଯାଇଛି। କେବଳ ସିଂହଦ୍ୱାର ଦ୍ୱାରା ପ୍ରବେଶ ହେବାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।ପୁରୀ…